Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗ, ଓଡିଶା ମିଡିଆ ଜଗତ ସ୍ତବ୍ଧ
ଆଜିର ଖବର

ଓଡିଶାର ବରିଷ୍ଠ ଭିଡିଓ ସାମ୍ବାଦିକ ସୁକାନ୍ତ ପାଣିଗ୍ରାହୀଙ୍କ ଅକାଳ ବିୟୋଗ, ଓଡିଶା ମିଡିଆ ଜଗତ ସ୍ତବ୍ଧ

May 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Senior Vidoe Journalist Sukant Panigrahi passes away

ଭୁବନେଶ୍ବର, ଓଡିଶା ଇଲୋକଟ୍ରୋନିକ ମିଡିଆର ଜଣେ ପରିଚିତ ଭିଡିଓ ସାମ୍ବାଦିକ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଆକାଳ ବିୟୋଗ ଘଟିଛି। ଆଜି ମଧ୍ୟାହ୍ନରେ ବ୍ରହ୍ମପୁର ବାସଭବନରେ ତାଙ୍କର ମୃତ୍ୟୁ ହୋଇଛି। ସେ କିଛି ବର୍ଷ ତଳେ କ୍ୟାନସର ରୋଗରେ ପିଡିତ ହୋଇ ଭଲ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ତାହା ପୁଣି ପରିଲକ୍ଷିତ ହେବାରୁ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ। ହେଲେ ଡାକ୍ତରଙ୍କ ସବୁ ଚେଷ୍ଠା ବିଫଳ ହୋଇଥିଲା।

ସୁକାନ୍ତ ଜଣେ ଭିଡିଓ ସାମ୍ବାଦିକ ଭାବେ ଇଟିଭି ଓଡିଆରୁ କାମ ଆରମ୍ଭ କରିଥିଲେ। ସେ ପ୍ରଥମେ ବ୍ରହ୍ମପୁରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଭୁବନେଶ୍ବରରେ ଜଣେ ଆଗଧାଡିର କ୍ୟାମେରମ୍ୟାନ ଭାବେ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଇଟିଭି ପରବର୍ତ୍ତି ସମୟରେ ନ୍ୟୁଜ 18 ଓଡିଆ ହେବା ପରେ ମଧ୍ୟ ସେ ସେହି ସଂସ୍ଥାରେ କାର୍ଯ୍ୟ କରୁ ଥିଲେ। ହେଲେ କୌଣସି କାରଣ ବସତଃ ସେ ନ୍ୟୁଜ 18 ଓଡିଆରୁ ଚାକିରୀ ଛାଡି ଦେଇଥିଲେ। ଏହାପରେ ସେ ମୁକ୍ତପେଶା ଭିଡିଓ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କ ଘରେ ତାଙ୍କ ଧର୍ମପତ୍ନୀଙ୍କ ସହିତ ଝିଅଟିଏ ଅଛି।

ତାଙ୍କର ଅକାଳ ବିୟୋଗ ଓଡିଶା ମିଡିଆ ଜଗତରେ ଶୋକର ଛାୟା ଖେଳି ଯାଇଛି।

etv odia
Share. Facebook Twitter LinkedIn Email WhatsApp Copy Link

Related Posts

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026
Latest News

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026

ଦ୍ୱାଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 27, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.