Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦେଶରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଆଜିର ଖବର

ବିଦେଶରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

May 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁଧାବି, ନାଇଜେରିଆ, କାତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ରହିଥିବା ଓଡିଆଙ୍କୁ ଆଣିବା ପାଇଁ ବୈଜୟନ୍ତ ପଣ୍ଡା ଉଦ୍ୟମ କରୁଛନ୍ତି । ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ପଣ୍ଡା ।

ସୂଚନାଯୋଗ୍ୟ ଯେ, ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକିର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଇଥୋପିଆରେ ଫସି ରହିଥିଲେ । ଭାରତ ଫେରାଇ ଆଣିବାକୁ ପ୍ରଫେସର ଦାସ ଶ୍ରୀ ପଣ୍ଡାଙ୍କୁ ଇମେଲ୍ ଯୋଗେ ଅନୁରୋଧ କରିଥିଲେ । ସେହିପରି ଭୁବନେଶ୍ବର କଳିଙ୍ଗନଗର ଅଞ୍ଚଳର ଭବାନୀ ଶଙ୍କର ମିଶ୍ର ଆମେରିକାରେ ଫସି ରହିଥିବାବେଳେ, କୋଲକତାର ଶ୍ଵେତା ମହାବର ଓ କଟକ ଦରଘାବଜାର ଅଞ୍ଚଳର ସିକୋଲ ମୁରଲି କୃଷ୍ଣ ରାଓ ଆବୁ ଧାବିରେ ଫସି ରହିଛନ୍ତି । ବଲାଙ୍ଗୀର ଜିଲ୍ଲାର ଅଭିଳାସ ଚାନ୍ଦ ଓ ତାଙ୍କ ପତ୍ନୀ ଗୌଧୁଳୀ ପାଣିଗ୍ରାହୀ ନାଇଜେରିଆରେ ଫସି ରହିଛନ୍ତି । ଗୋଧୂଳୀ ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ନାଇଜେରିଆ ଭିସା ଅବଧି ସରି ଆସୁଥିବାରୁ ଭାରତ ଫେରିଆସିବାକୁ ଚାହୁଁଛନ୍ତି । ଗଞ୍ଜାମ ଜିଲ୍ଲାର କୁଶ ରାଉତ କତାରରେ ଫସି ରହିଛନ୍ତି । ନିକଟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କାମ ନକରିବାକୁ ପରାର୍ମଶ ଦିଆଯାଇଛି ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ଥିବାରୁ ଭାରତ ଫେରାଇ ଆଣିବାକୁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ ।

baijayantpanda migrantodia
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ପୁଟିନ୍, ଜାଣନ୍ତୁ କ’ଣ ହେଲା ଆଲୋଚନା?

August 18, 2025

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ: କ୍ୟାବିନ୍‌କୁ ହେଲେ ସ୍ଥାନାନ୍ତର

August 18, 2025

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025
Latest News

ଟ୍ରମ୍ପଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ପୁଟିନ୍, ଜାଣନ୍ତୁ କ’ଣ ହେଲା ଆଲୋଚନା?

August 18, 2025

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ: କ୍ୟାବିନ୍‌କୁ ହେଲେ ସ୍ଥାନାନ୍ତର

August 18, 2025

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.