Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»16 ପ୍ରବାସୀ ଶ୍ରମିକଙ୍କ ପାଇଁ ଗାଡି ଓ ଖାଦ୍ୟର ବ୍ୟବସ୍ଥା କଲେ ଫାଣ୍ଡି ଅଧିକାରୀ
ଆଜିର ଖବର

16 ପ୍ରବାସୀ ଶ୍ରମିକଙ୍କ ପାଇଁ ଗାଡି ଓ ଖାଦ୍ୟର ବ୍ୟବସ୍ଥା କଲେ ଫାଣ୍ଡି ଅଧିକାରୀ

May 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବବ୍‌ଲୁ ସାହୁ
କଳାହାଣ୍ଡି : ଲକ୍‌ଡାଉନ୍‌ କାରଣରୁ ନିଜର ଜୀବନ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି ଲକ୍ଷାଧିକ ଶ୍ରମିକ । ଅନେକ ଶ୍ରମିକ ଖାଲିପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀଙ୍କୁ ଫେରାଇ ଆଣିବାର ଉଦ୍ୟମ କରାଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ଏପରି ଏକ ସମୟରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କ ସହାୟତା କରିଛନ୍ତି କେସିଙ୍ଗାର ଜନୈକ ପୋଲିସ୍‌ ଅଧିକାରୀ ।

ନିକଟରେ କର୍ଲାମୁଣ୍ଡା ବ୍ଲକ୍‌ର 16 ଜଣ ପ୍ରବାସୀ ଓଡିଆ ବ୍ୟକ୍ତିଗତ ଖର୍ଚ୍ଚରେ ମହାରାଷ୍ଟ୍ରର ଗୋରେଗାଓଁରୁ ଓଡିଶା ଫେରିଥିଲେ । ତେବେ ବସ୍‌ଟିକୁ ଟିଟିଲାଗଡ ପର୍ଯ୍ୟନ୍ତ ଆସିବାକୁ ଅନୁମତି ମିଳିଥିଲା । ଟିଟିଲାଗଡରୁ ଓହ୍ଲାଇବା ପରେ ଶ୍ରମିକ ମାନେ ଚାଲିଚାଲି ଯାଉଥିଲେ । ଟିଟିଲାଗଡ ପୋଲିସ୍‌ ପକ୍ଷରୁ କୌଣସି ସହାୟତା କରାଯାଇନଥିବା ବେଳେ କେସିଙ୍ଗାର ପଲମ ଫାଣ୍ଡି ଅଧିକାରୀ ଅସିତ କୁମାର ପଣ୍ଡା ଏହି ପ୍ରବାସୀ ଶ୍ରମିକଙ୍କ ସହାୟତା କରିଥିଲ । ଶ୍ରୀ ପଣ୍ଡା ତୁରନ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହିତ ଏକ ଗାଡିର ବ୍ୟବସ୍ଥା କରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିଲେ । ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ଅଧିକାରୀଙ୍କ ଏହି କାମକୁ ବେଶ୍‌ ପ୍ରଶଂସା କରାଯାଉଛି ।

titlagarh
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026
Latest News

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026

ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଯାତ୍ରା ଖର୍ଚ୍ଚ କେତେ?: ସଂସଦକୁ ସୂଚନା ଦେଲେ ସରକାର

August 6, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 6, 2026

ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.