Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଶାସନରୁ ଏକ ଜଙ୍ଘୀ ଭାଲୁ ଉଦ୍ଧାର
ଆଜିର ଖବର

ଚିଲିକା ବ୍ଲକ ଅନ୍ତର୍ଗତ ଦାଶରଥୀପୁର ଶାସନରୁ ଏକ ଜଙ୍ଘୀ ଭାଲୁ ଉଦ୍ଧାର

May 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ  ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତର ଦାଶରଥିପୁର ଶାସନରୁ ଜଙ୍ଘୀ ଏକ ଭାଲୁ ଉଦ୍ଧାର ହୋଇଛି। ଦୁଇଟି ଜଙ୍ଘୀ ଭାଲୁ ପରସ୍ପର ମଧ୍ୟରେ ଝଗଡା ହୋଇ ଦୌଡ଼ା ଦୌଡ଼ି ହୋଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଭାଲୁ ଏକ କୂଅ ମଧ୍ୟରେ ଖସି ପଡିଥିଲା। ଗ୍ରାମବାସୀ ଭାଲୁଟିକୁ ଉଦ୍ଧାର କରି ଏହି ଘଟଣାକୁ ନେଇ ବନବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଗାଯୋଗ ନହେବାରୁ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସେହି ଭାଲୁକୁ ନେଇ ଅନ୍ୟତ୍ର ଖୋଲା ଜାଗାରେ ନେଇ ଛାଡ଼ିଦେଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ମନୋଜ କୁମାର ସାହୁ ଘଟଣା ସ୍ଥଳରେ ଭାଲୁଟିକୁ ଗ୍ରାମବାସୀ ଉଦ୍ଧାର କରିଥିବା ଭାଲୁଟିକୁ ଆଣି ନିରାପଦ ସ୍ଥାନରେ ଛାଡିଥିବା ନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକ ଏହାକୁ ଜଙ୍ଘୀ ଭାଲୁ ବୋଲି କହୁଥିବାବେଳେ ଭାଲୁମାନେ ଅନେକ ସମୟରେ ମାଛ ଖାଇବା ପାଇଁ ଚିଲିକା କୂଳକୁ ଆସନ୍ତି ବୋଲି ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ, ଖାଲି କରାଗଲା କ୍ୟାମ୍ପସ

September 12, 2025

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

September 12, 2025

ନେପାଳରୁ ୨୩ ଓଡିଆ ଯାତ୍ରୀ ଉଦ୍ଧାର

September 12, 2025

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025
Latest News

ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ବୋମା ଧମକ, ଖାଲି କରାଗଲା କ୍ୟାମ୍ପସ

September 12, 2025

ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

September 12, 2025

ନେପାଳରୁ ୨୩ ଓଡିଆ ଯାତ୍ରୀ ଉଦ୍ଧାର

September 12, 2025

‘ଆଜି ଅପରାହ୍ନ ୪ଟାରେ ବିହାରରେ ହେବ ବିସ୍ଫୋରଣ’: ପାକିସ୍ତାନୀରୁ ଆସିଲା ଧମକ

September 12, 2025

କୋରାପୁଟ ଓ ମାଲକାନଗିରିରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ରାଜ୍ୟପାଳ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.