Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିହାର୍‌ ଜେଲ୍‌ରେ ପହଞ୍ଚିଲା କରୋନା :  ସଂକ୍ରମିତ ହେଲେ ଜେଲ୍‌ ସହାୟକ
ଆଜିର ଖବର

ତିହାର୍‌ ଜେଲ୍‌ରେ ପହଞ୍ଚିଲା କରୋନା :  ସଂକ୍ରମିତ ହେଲେ ଜେଲ୍‌ ସହାୟକ

May 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲ୍‌ରେ ପହଞ୍ଚିଲା କରୋନା । ତିହାର ଜେଲରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର 7 ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ଅଧିକାରୀ (ସହାୟକ ଜେଲ ଅଧୀକ୍ଷକ) ଜଣକ ପାଞ୍ଚ ଜଣ କଏଦୀ ଓ ଅନ୍ୟ 2 ଜଣ ଜେଲ କର୍ମଚାରୀଙ୍କ ସଂପର୍କରେ ଆସିଥିଲେ । ଏହି ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଦିଲ୍ଲୀରେ ଏହା ପୂର୍ବରୁ ରୋହିଣୀ ଓ ମଣ୍ଡୋଲି ଜେଲରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।

7 ନମ୍ବର ଜେଲର ଜଣେ ସହାୟକ ଅଧୀକ୍ଷକ ମେ’ 22ରେ ନିଜେ କୋଭିଡ-୧୯ ପରୀକ୍ଷା କରାଇଥିଲେ । ତାଙ୍କର ନମୁନା ରିପୋର୍ଟ ରବିବାର ପଜିଟିଭ ଆସିଛି । ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଉଛି ।

ଜେଲର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ ସହାୟକ ଜେଲ ଅଧୀକ୍ଷକ ତିହାର ଜେଲ ପରିସରରେ ନିର୍ମିତ ଆବାସିକ ପରିସରରେ ରହୁଥିଲେ । ଏଠାରେ ମଣ୍ଡୋଲି ଓ ରୋହିଣୀ ଜେଲରେ କାର୍ଯ୍ୟରତ କିଛି କର୍ମଚାରୀ ଥିଲେ । ବିଗତ ଦିନରେ ମଣ୍ଡୋଲି ଜେଲର ଜଣେ ଅଧିକାରୀଙ୍କୁ କରୋନା ହୋଇଥିଲା । ତାଙ୍କଠାରୁ ସଂକ୍ରମଣ ହୋଇଥିବାର ଅନୁମାନ କରାଯାଉଛି । ଜେଲ୍‌ରେ ଥିବା ଅନ୍ୟ ଅନ୍ତେବାସୀଙ୍କ ଲକ୍ଷଣ ଯାଞ୍ଚ କରାଯାଉଛି ।  (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026
Latest News

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ ଗଜପତି ଜିଲ୍ଲା ପୋଲିସକୁ ସଫଳତା: ୨.୮ ଟନ୍ ଗଞ୍ଜେଇ ଜବତ

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.