Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ଟିକେଟ ଟୁଇଷ୍ଟ୍‌ : ପରିବାରର ଏକାଧିକଙ୍କୁ ମିଳିବ ଟିକେଟ
ଆଜିର ଖବର

କଂଗ୍ରେସର ଟିକେଟ ଟୁଇଷ୍ଟ୍‌ : ପରିବାରର ଏକାଧିକଙ୍କୁ ମିଳିବ ଟିକେଟ

March 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍‌ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା । ଗତକାଲି ପର୍ଯ୍ୟନ୍ତ ଗୋଟିଏ ପରିବାରର ଜଣକୁ ଟିକେଟ୍‌ ଦେବାକୁ କହୁଥିବା ରାଜ୍ୟ କଂଗ୍ରେସ ଆଜି କଥାରେ ୟୁ ଟର୍ଣ୍ଣ ନେଇଛି । ଆଜି କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ପରିବାରର ଏକାଧିକ ଲୋକ ରାଜନୀତିରେ ସକ୍ରିୟ ଥିଲେ, ଟିକଟ ମିଳିବ ବୋଲି କହିଛନ୍ତି । ତେବେ ହଠାତ୍‌ ଆସି ଦଳରେ ମିଶିଲେ ଟିକେଟ ମିଳିବନି ସେ ସୂଚନା ଦେଇଛନ୍ତି । ପରିବାରବାଦକୁ ଗୁରୁତ୍ବ ଦେଉଥିବା କଂଗ୍ରେସ ପୁଣି ଥରେ ପରିବାରକୁ ଫେରିଯାଇଛି । କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପ୍ରତିହତ କରିବା ତଥା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିର୍ବାଚନୀ ପୂର୍ବରୁ ନିଜ କଥାକୁ ଫେରାଇଛି ଓଡ଼ିଶା ରାଜ୍ୟ କଂଗ୍ରେସ । ତେବେ କଂଗ୍ରେସ ମୁଖ୍ୟଙ୍କ ପରିବାରରେ ମା’ ଓ ପୁଅ ଦୁହେଁ ରାଜନୀତିରେ ଛିଡ଼ା ହେବା ପରେ ବୋଧେ ଏହି ସମୀକରଣ ବଦଳିଛି ବୋଲି ଅନୁମାନ କରାଯାଉଛି ।

niranjanpattanaik thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.