Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ 24 ଘଣ୍ଟାରେ ଦେଶରେ 8 ହଜାର 909 ଆକ୍ରାନ୍ତ ଚିହ୍ନଟ, 217ଜଣଙ୍କ ମୃତ୍ୟୁ
ଆଜିର ଖବର

ଗତ 24 ଘଣ୍ଟାରେ ଦେଶରେ 8 ହଜାର 909 ଆକ୍ରାନ୍ତ ଚିହ୍ନଟ, 217ଜଣଙ୍କ ମୃତ୍ୟୁ

June 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଥମିବାର ନାଁ ଧରୁନାହିଁ । ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ 8 ହଜାର 909 ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର  ନିକଟତର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8909ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 217 ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 7 ହଜାର 615 ରେ ପହଞ୍ଚିବାବେଳେ ଏପର୍ଯ୍ୟନ୍ତ ଭାରତରେ 5 ହଜାର 815 ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

କେଉଁଠି କିପରି ରହିଛି କରୋନା ସ୍ଥିତି :

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପଜିଟିଭ୍‌ ସକ୍ରିୟ ସୁସ୍ଥ ମୃତ
ଆଣ୍ଡାମାନ ନିକୋବର 33 0 33 0
ଆନ୍ଧ୍ରପ୍ରଦେଶ 3783 1341 2378 64
ଅରୁଣାଚଳ ପ୍ରଦେଶ 22 21 1 0
ଆସାମ 1390 1109 277 4
ବିହାର 3926 2002 1900 24
ଚଣ୍ଡୀଗଡ 294 91 199 4
ଛତିଶଗଡ 547 424 122 1
ଦାଦ୍ରା ନଗର ହାବେଳୀ 3 2 1 0
ଡାମନ ଆଣ୍ଡ ଡିଉ 0 0 0 0
ଦିଲ୍ଲୀ 20834 11565 8746 523
ଗୋଆ 71 29 42 0
ଗୁଜୁରାଟ 17200 5357 10780 1063
ହରିୟାଣା 2356 1280 1055 21
ହିମାଚଳ ପ୍ରଦେଶ 340 213 122 5
ଜମ୍ମୁ କାଶ୍ମୀର 2601 1624 946 31
ଝାଡଖଣ୍ଡ 659 358 296 5
କର୍ଣ୍ଣାଟକ 3408 2028 1328 52
କେରଳ 1326 708 608 10
ଲଦାଖ 77 34 43 0
ଲକ୍ଷାଦ୍ବୀପ 0 0 0 0
ମଧ୍ୟପ୍ରଦେଶ 8283 2922 5003 358
ମହାରାଷ୍ଟ୍ର 70013 37543 30108 2362
ମଣିପୁର 83 72 11 0
ମେଘାଳୟ 27 14 12 1
ମିଜୋରାମ 1 0 1 0
ନାଗାଲାଣ୍ଡ 43 43 0 0
ଓଡ଼ିଶା 2104 852 1245 7
ପୁଡୁୁଚେରୀ 74 49 25 0
ପଞ୍ଜାବ 2301 256 2000 45
ରାଜସ୍ଥାନ 8980 2742 6040 198
ସିକ୍କିମ୍‌ 1 1 0 0
ତାମିଲନାଡୁ 23495 10141 13170 184
ତେଲେଙ୍ଗାନା 2792 1213 1491 88
ତ୍ରିପୁରା 420 247 173 0
ଉତ୍ତରପ୍ରଦେଶ 8075 3015 4843 217
ଉତ୍ତରାଖଣ୍ଡ 958 730 222 6
ପଶ୍ଚିମବଙ୍ଗ 5772 3141 2306 325
corona update india
Share. Facebook Twitter LinkedIn Email WhatsApp Copy Link

Related Posts

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.