Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ 24 ଘଣ୍ଟାରେ ଦେଶରେ 8 ହଜାର 909 ଆକ୍ରାନ୍ତ ଚିହ୍ନଟ, 217ଜଣଙ୍କ ମୃତ୍ୟୁ
ଆଜିର ଖବର

ଗତ 24 ଘଣ୍ଟାରେ ଦେଶରେ 8 ହଜାର 909 ଆକ୍ରାନ୍ତ ଚିହ୍ନଟ, 217ଜଣଙ୍କ ମୃତ୍ୟୁ

June 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ଥମିବାର ନାଁ ଧରୁନାହିଁ । ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ 8 ହଜାର 909 ମାମଲା ସାମନାକୁ ଆସିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 6 ହଜାର  ନିକଟତର ହେଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8909ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 217 ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 2 ଲକ୍ଷ 7 ହଜାର 615 ରେ ପହଞ୍ଚିବାବେଳେ ଏପର୍ଯ୍ୟନ୍ତ ଭାରତରେ 5 ହଜାର 815 ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ତାମିଲନାଡୁ ଓ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ରହିଛି ।

କେଉଁଠି କିପରି ରହିଛି କରୋନା ସ୍ଥିତି :

ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ପଜିଟିଭ୍‌ ସକ୍ରିୟ ସୁସ୍ଥ ମୃତ
ଆଣ୍ଡାମାନ ନିକୋବର 33 0 33 0
ଆନ୍ଧ୍ରପ୍ରଦେଶ 3783 1341 2378 64
ଅରୁଣାଚଳ ପ୍ରଦେଶ 22 21 1 0
ଆସାମ 1390 1109 277 4
ବିହାର 3926 2002 1900 24
ଚଣ୍ଡୀଗଡ 294 91 199 4
ଛତିଶଗଡ 547 424 122 1
ଦାଦ୍ରା ନଗର ହାବେଳୀ 3 2 1 0
ଡାମନ ଆଣ୍ଡ ଡିଉ 0 0 0 0
ଦିଲ୍ଲୀ 20834 11565 8746 523
ଗୋଆ 71 29 42 0
ଗୁଜୁରାଟ 17200 5357 10780 1063
ହରିୟାଣା 2356 1280 1055 21
ହିମାଚଳ ପ୍ରଦେଶ 340 213 122 5
ଜମ୍ମୁ କାଶ୍ମୀର 2601 1624 946 31
ଝାଡଖଣ୍ଡ 659 358 296 5
କର୍ଣ୍ଣାଟକ 3408 2028 1328 52
କେରଳ 1326 708 608 10
ଲଦାଖ 77 34 43 0
ଲକ୍ଷାଦ୍ବୀପ 0 0 0 0
ମଧ୍ୟପ୍ରଦେଶ 8283 2922 5003 358
ମହାରାଷ୍ଟ୍ର 70013 37543 30108 2362
ମଣିପୁର 83 72 11 0
ମେଘାଳୟ 27 14 12 1
ମିଜୋରାମ 1 0 1 0
ନାଗାଲାଣ୍ଡ 43 43 0 0
ଓଡ଼ିଶା 2104 852 1245 7
ପୁଡୁୁଚେରୀ 74 49 25 0
ପଞ୍ଜାବ 2301 256 2000 45
ରାଜସ୍ଥାନ 8980 2742 6040 198
ସିକ୍କିମ୍‌ 1 1 0 0
ତାମିଲନାଡୁ 23495 10141 13170 184
ତେଲେଙ୍ଗାନା 2792 1213 1491 88
ତ୍ରିପୁରା 420 247 173 0
ଉତ୍ତରପ୍ରଦେଶ 8075 3015 4843 217
ଉତ୍ତରାଖଣ୍ଡ 958 730 222 6
ପଶ୍ଚିମବଙ୍ଗ 5772 3141 2306 325
corona update india
Share. Facebook Twitter LinkedIn Email WhatsApp Copy Link

Related Posts

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026

ଆଜି ମାର୍ଚ୍ଚ ୪ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026
Latest News

ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ: ମାତା ଲକ୍ଷ୍ମୀଙ୍କ ମିଳିବ ଆଶୀର୍ବାଦ

March 4, 2026

ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

March 4, 2026

ଆଜି ମାର୍ଚ୍ଚ ୪ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

March 4, 2026

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.