Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଆଉ ଏକ ବିଧାୟକ ହାତ ଛାଡିଲେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ 8 ବିଧାୟକ ଦେଲେଣି ଇସ୍ତଫା
ଆଜିର ଖବର

ପୁଣି ଆଉ ଏକ ବିଧାୟକ ହାତ ଛାଡିଲେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ 8 ବିଧାୟକ ଦେଲେଣି ଇସ୍ତଫା

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁଜୁରାଟ : ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେବା ପର୍ବ ଜାରି ରହିଛି । ଏପର୍ଯ୍ୟନ୍ତ 8 ଜଣ ବିଧାୟକ କଂଗ୍ରେସ ହାତ ଛାଡି ସାରିଲେଣି । ଏହି ଦୁଇ ଦିନ ଭିତରେ ତିନି ଜଣ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ କର୍ଜନରୁ ଅକ୍ଷୟ ପଟେଲ୍‌ ରହିଥିବାବେଳେ କପରଡାରୁ ଜୀତି ଚୌଧୁରୀ ଓ ମୋରବୀରୁ ବ୍ରିଜେଶ୍‌ ମେରଜା ରହିଛନ୍ତି । ବ୍ରିଜେଶ୍‌ ଆଜି ନିଜ ଇସ୍ତଫା ପତ୍ର ଦେଇଥିବାର ସୂଚନା ରହିଛି ।

ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସର ପାଞ୍ଚ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଗଡ୍‌ଢାରୁ ପ୍ରବୀଣ ମାରୁ, ଲିମ୍ପଡିରୁ ସୋମା ପଟେଲ୍‌, ଅବ୍‌ଡାସାରୁ ପ୍ରଦ୍ୟୁମ୍ନ ସିଂ ଜାଡେଜା, ଧାରୀରୁ ଜେବୀ କାକଡିଆ ଓ ଡାଙ୍ଗରୁ ମଙ୍ଗଲ୍‌ ଗାବିତ ଦଳରୁ ଇସ୍ତଫା ଦେଇଛନ୍ତି ।

କଂଗ୍ରେସ ରାଜ୍ୟସଭା ନିର୍ବାଚନ ପାଇଁ ଶକ୍ତି ସିଂ ଗୋହିଲା ଓ ଭରତ ସିଂ ସୋଲଙ୍କୀକୁ ଟିକେଟ ଦେଇଛି । ଅପରପକ୍ଷରେ  ବିଜେପି ଅର୍ଥ ଓ ବାହୁବଳ ପ୍ରୟୋଗ କରି ବିଧାୟକଙ୍କୁ ପ୍ରଲୋଭିତ କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଅର୍ଜୁନ୍‌ ମୋଡବାଡିଆ ।(ଏଜେନ୍ସି)

Congress
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026
Latest News

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.