
ଜଗତସିଂହପୁର : ଜଗତସିଂହପୁର – ମାଛ ଗାଁ ରାସ୍ତାର ଗୋପାଳପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବାର ସୂଚନା ରହିଛି । ବାଇକ୍ ଚାଳକଙ୍କୁ ପଛପଟରୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେବା ଫଳରେ ଯୁବକଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଛି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ ଜଣକ ଗରାମ ଗ୍ରାମର ହୋଇଥିବାର ସୂଚନା ରହିଛି ।
Tags: ଦୁର୍ଘଟଣା