ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jun 13, 2020, 10:53 am IST
 ୧୬ ଟି ଜିଲ୍ଲାରୁ  ୨୨୫ ଆକ୍ରାନ୍ତ ମଧ୍ୟରେ  କଟକରୁ ସର୍ବାଧିକ ୯୨ ଜଣ ରହିଛନ୍ତି। ସେହିପରି ଗଞ୍ଜାମରୁ ୨୦, ଖୋରଧାରୁ  ୧୯, କନ୍ଧମାଳ ଓ ପୁରୀରୁ  ୧୫ ଜଣ ଲେଖାଏଁ ରହିଛନ୍ତି। ଜଗତସିଂପୁରରୁ ୧୩,  ବଲାଙ୍ଗିରରୁ ୧୨, ମୟୂରଭଞ୍ଜରୁ ୯, ଢେଙ୍କାନାଳରୁ ୭,  ଭଦ୍ରକରୁ ୫, କେନ୍ଦ୍ରାପଡାରୁ ୪, କଳାହାଣ୍ଡିରୁ ୩,  ବାଲେଶ୍ଵରରୁ ୨,
ଅନୁଗୁଳ ଓ ସୁନ୍ଦରଗଡ ରୁ ୧ ଲେଖାଏଁ ରହିଛନ୍ତି।  
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୨୩୬ଜଣ ଚିକିତ୍ସାଧୀନ ଥିବାବେଳେ ୨,୪୭୪ଜଣ ସୁସ୍ଥ ହୋଇଛନ୍ତି। ତେବେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି।
କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :
ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 678 545 128 5 0
ଖୋର୍ଦ୍ଧା 334 205 123 4 2
ଯାଜପୁର 329 287 42 0 0
କଟକ 311 124 186 1 0
ବାଲେଶ୍ବର 204 177 26 0 1
କେନ୍ଦ୍ରାପଡା 175 162 13 0 0
ଭଦ୍ରକ 157 135 22 0 0
ପୁରୀ 148 96 52 0 0
ଜଗତସିଂହପୁର 143 86 57 0 0
ବଲାଙ୍ଗିର 141 99 42 0 0
ଅନ୍ୟାନ୍ୟ 136 0 136 0 0
ସୁନ୍ଦରଗଡ 123 81 42 0 0
ନୟାଗଡ 108 82 26 0 0
ମୟୂରଭଞ୍ଜ 108 20 88 0 0
ଗଜପତି 84 33 51 0 0
ନୂଆପଡା 74 57 17 0 0
କନ୍ଧମାଳ 67 25 42 0 0
କେଉଁଝର 59 30 29 0 0
ଢେଙ୍କାନାଳ 49 30 19 0 0
କଳାହାଣ୍ଡି 41 20 21 0 0
ଦେବଗଡ 40 33 7 0 0
ଅନୁଗୁଳ 40 31 9 0 0
ବୌଦ୍ଧ 38 34 4 0 0
ସୋନପୁର 29 16 13 0 0
ମାଲକାନଗିରି 25 21 4 0 0
ସମ୍ବଲପୁର 23 15 8 0 0
ବରଗଡ 18 11 7 0 0
କୋରାପୁଟ 17 8 9 0 0
ଝାରସୁଗୁଡା 15 9 6 0 0
ରାୟଗଡା 7 0 7 0 0
ନବରଙ୍ଗପୁର 2 2 0 0 0

Related posts