Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଜି ଓ ୟୁଜି ସିଲାବସ୍‌ରେ ରହିବ ‘ସେଲ୍ଫ ଷ୍ଟଡି’ କୋର୍ସ
ଆଜିର ଖବର

ପିଜି ଓ ୟୁଜି ସିଲାବସ୍‌ରେ ରହିବ ‘ସେଲ୍ଫ ଷ୍ଟଡି’ କୋର୍ସ

June 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ୟୁଜି ଆଉ ପିଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲାଗୁ ହେବ 25% ସେଲ୍ଫ ଷ୍ଟଡି କୋର୍ସ । ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ୟୁଜିସି ସୁପାରିଶ ଅଛି 25 ପ୍ରତିଶତ ଶିକ୍ଷାଦାନ ଅନଲାଇନ ମାଧ୍ୟମରେ କରାଯିବାକୁ ଥିବାବେଳେ ଓ 75 ପ୍ରତିଶତ ଶିକ୍ଷାଦାନ କଲେଜରେ କ୍ଲାସ କରାଯିବ ବୋଲି ସୂଚନା ରହିଛି । ଏହା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ । ଏ ନେଇ ଷ୍ଟଡି ମ୍ୟାଟେରିଆଲ ଗୁଡ଼ିକର ରେଫେରେନ୍ସ ଦିଆଯିବ । ତେବେ ଯଦି କୌଣସି ଅସୁବିଧା ବା ଡାଉଟ ରହିଲେ କଲେଜ ଆସି ଡାଉଟ୍‌ କ୍ଲିଅର କରିପାରିବେ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଶେଷଜ୍ଞ ଟିମକୁ ଷ୍ଟଡି ମ୍ୟାଟେରିଆଲ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏନେଇ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ: ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

December 31, 2025
Latest News

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025

ମୋଦୀଙ୍କ ଏହି ବୟାନରେ ଜେଲେନସ୍କି କ୍ଷୁବ୍ଧ: ଜାଣନ୍ତୁ କ’ଣ କହିଲେ ୟୁକ୍ରେନୀୟ ରାଷ୍ଟ୍ରପତି?

December 31, 2025

ଚୀନକୁ ବଡ଼ ଝଟକା ଦେଲା ଭାରତ: ଏହି ଜିନିଷ ଉପରେ ତିନି ବର୍ଷ ପାଇଁ ଲଗାଇଲା ଶୁଳ୍କ

December 31, 2025

ଶ୍ରୀଲଙ୍କାକୁ ୫-୦ରେ ପରାସ୍ତ କରିବା ପରେ ICC ପଏଣ୍ଟ ଟେବୁଲର ସ୍ଥିତି କ’ଣ, କେଉଁ ସ୍ଥାନରେ ଅଛି ଭାରତ?

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.