Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରକ୍ ଭର୍ତ୍ତି ଗୋ ମାଂସ ଚାଲାଣ: ଜବତ କଲେ ବଜରଙ୍ଗ ଦଳ କର୍ମୀ ଓ ଆନ୍ଧ୍ର ପୋଲିସ
ଆଜିର ଖବର

ଟ୍ରକ୍ ଭର୍ତ୍ତି ଗୋ ମାଂସ ଚାଲାଣ: ଜବତ କଲେ ବଜରଙ୍ଗ ଦଳ କର୍ମୀ ଓ ଆନ୍ଧ୍ର ପୋଲିସ

June 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ରାଉଳ

ଗଞ୍ଜାମ: ଏକ ଟ୍ରକରେ ଭର୍ତ୍ତି ହୋଇ ଗୋ ମାଂସ ଚାଲାଣ ବେଳେ ତାହାକୁ କାବୁ କରିଛନ୍ତି ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ। ଟ୍ରକଟି ପଶ୍ଚିମବଙ୍ଗରୁ ଏହି ଗୋମାଂସ ନେଇ ଚେନାଇ ଯାଉଥିବାକୁ ନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟ୍ରକଟି ଏନଏଚ 16 ଦେଇ ଆନ୍ଧ୍ର ପଟକୁ ଯାଉଥିବା ବେଳେ ଖବର ପାଇଥିଲେ ବଜରଙ୍ଗ ଦଳକର୍ମୀ ମାନେ ଟ୍ରକଟିର ପିଛା କରିଥିଲେ। ଏନେଇ ଗୋଳନ୍ଥରା ଥାନା ପୋଲିସକୁ ବି ଖବର ଦେଇଥିଲେ କିନ୍ତୁ ପୋଲିସ ଟ୍ରକକୁ ଧରିବାରେ ସଫଳ ହୋଇପାରିନଥିଲା ପରେ ବଜରଙ୍ଗ ଦଳ କର୍ମୀ ମାନେ ପିଛା କରି ଆନ୍ଧ୍ର ଓଡିଶା ସୀମନ୍ତ ପୁରୁଷୋତ୍ତମପୁର ଗ୍ରାମ ନିକଟରେ  ଅଟକାଇ ଥିଲେ ଏବଂ ସଙ୍ଗେ ସଙ୍ଗେ ଆନ୍ଧ୍ରପୁଲିସକୁ ଜଣାଇ ଥିଲେ। ଖବର ପାଇ ଇଚ୍ଛାପୁର ପୋଲିସ ସେଠାରେ ପହଂଚି ଟ୍ରକକୁ ଜବତ କରିଛି। ପରେ ଟ୍ରକ ଭିତରେ ଥିବା ପେକେଟ ଗୁଡିକୁ ଖୋଲି ଦେଖିଲା ବେଳକୁ ସେଥିରେ ଗୋ ମାଂସ ପ୍ୟାକେଟ ଥିଲା। ପ୍ରାୟ 1 ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସ ଚାଲାଣ ହେଉଥିବା ଦେଖାଯାଇଛି।

ତେବେ ଏଗୁଡିକ କେଉଁଠୁ କୁଆଡେ ଯାଉଥିଲା ପୋଲିସ ଅଟକ ଥିବା ଟ୍ରକ ଡ୍ରାଇଭର ଓ ହେଲ୍ପର କୁ ପଚରା ଉଚରା କରୁଛି , ପ୍ରାୟ ନିୟମିତ ଏହି ରାସ୍ତ ଦେଇ ଗୋ ମାଂସ  ଚାଲାଣ ହେଉଥିବା ନଜିର ରହିଛି ଆଗରୁ ମଧ୍ୟ ଅନେକ ଥର ପୋଲିସ ଓ ବଜରଙ୍ଗ ଦଳ ଅନେକ ଗାଡି ଜବତ କରିଛନ୍ତି। ତେବେ ଏହି ମାଂସ ଗୁଡିକ ନିୟମ ଅନୁସାରେ ଚାଲାଣ ହେଉଛି ନା ନାହିଁ ସେଗୁଡିକର ତଦନ୍ତ ସାପେକ୍ଷ ଏହାକୁ ନେଇ ଆନ୍ଦ୍ର ପୋଲିସ  ତଦନ୍ତ କରୁଛି …।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.