Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି : ରଥଯାତ୍ରାକୁ କେନ୍ଦ୍ରର ସମର୍ଥନ
ଆଜିର ଖବର

ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି : ରଥଯାତ୍ରାକୁ କେନ୍ଦ୍ରର ସମର୍ଥନ

June 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ରଥଯାତ୍ରା ପାଇଁ ସମର୍ଥନ ଜଣାଇଛନ୍ତି । ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ ସରକାର ସମ୍ମତି ଦେଇଥିବାର ସୂଚନା ରହିଛି । ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ପକ୍ଷରୁ ଯୁକ୍ତି ରଖିଥିଲେ ସଲିସିଟର ଜେନେରାଲ୍‌ । ବର୍ଷ ବର୍ଷ ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ ନ କରିବାକୁ କହିଥିଲେ ଏସ୍‌ଜି । ସେହିପରି ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଏସଜି । ସଲିସିଟର ଜେନେରାଲଙ୍କ ପ୍ରସ୍ତାବରେ ଏକମତ ହୋଇଛନ୍ତି ରାଜ୍ୟ ସରକାର । ବିନା ଭକ୍ତରେ କୋଭିଡ୍‌ କଟକଣା ଭିତରେ ରଥଯାତ୍ରା ସମ୍ଭବ ବୋଲି ସୂଚନା ଦେଇଛନ୍ତି ଏସ୍‌ଜି । ରାଜ୍ୟ ସରକାର ଗୋଟିଏ ଦିନ କର୍ଫ୍ୟୁ ଜାରି କରି ରଥଯାତ୍ରା ଆୟୋଜନ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ସରକାର ।ରଥଯାତ୍ରାରେ ନେଭେଟିଭ୍‌ ଟେଷ୍ଟ ସେବାୟତଙ୍କୁ ଯାତ୍ରାରେ ସାମିଲ୍‌ କରାଯାଉ ବୋଲି ମତ ଦେଇଛନ୍ତି ଏସ୍‌ଜି । ରାଜ୍ୟ ସରକାରଙ୍କ ଓକିଲ ହରିଶ୍‌ ସାଲ୍‌ଭେ ଏସ୍‌ଜିଙ୍କ ପ୍ରସ୍ତାବରେ ଏକମତ ହୋଇଛନ୍ତି ।

ସୂଚନାଯୋଗ୍ୟ, ପୁରୀ ରଥଯାତ୍ରା ସ୍ଥଗିତ ନିର୍ଦ୍ଦେଶ ପରେ ଏହି ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକାଧିକ ରିଭ୍ୟୁ ପିଟିସନ୍‌ ଦାଏର କରାଯାଇଛି । ଆଜି ଜଣିକିଆ ବେଞ୍ଚରେ ଏହି ମାମଲାର ଶୁଣାଣି ଅନୁଷ୍ଠିତ ହେଉଛି। ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ହେବ ଶୁଣାଣି ଅନୁଷ୍ଠିତ ହେଉଛି । (ଏଜେନ୍ସି)

supremecourt
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026
Latest News

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026

ଇଣ୍ଡିଗୋ ବିମାନରେ ବୋମା ଧମକ, ଲକ୍ଷ୍ନୌରେ ଜରୁରୀକାଳୀନ ଅବତରଣ

January 18, 2026

ଗ୍ରୀନଲ୍ୟାଣ୍ଡ ଉପରେ କ୍ରୋଧିତ ହୋଇ ୮ ଟି ଦେଶ ଉପରେ ଶୁଳ୍କ ଲଗାଇଲେ ଟ୍ରମ୍ଫ: ବଡ଼ ପଦକ୍ଷେପ ନେଲା EU

January 18, 2026

କେଦାରନାଥ ମନ୍ଦିରରେ ରିଲ୍ ମନା: ଚାରିଧାମ ଯାତ୍ରାରେ ମୋବାଇଲ୍ ଫୋନ୍ ଉପରେ କଟକଣା

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.