Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଂହଦ୍ବାର ଆଗକୁ ଗଡିଲା ରଥ
ଆଜିର ଖବର

ସିଂହଦ୍ବାର ଆଗକୁ ଗଡିଲା ରଥ

June 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ସୁପ୍ରିମ୍‌କୋର୍ଟଙ୍କ ରଥଯାତ୍ରାକୁ ଅନୁମିତ ମିଳିବା ପରେ ରଥଯାତ୍ରା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ପୁରୀ ସହର ଏବେ ଚଳଚଞ୍ଚଳ ହୋଇପଡିଛି । ରଥଖଳାରୁ ସମସ୍ତ ରଥକୁ ସିଂହଦ୍ବାରା ସମ୍ମୁଖକୁ ଅଣାଯାଇଛି । ସେବାୟତମାନେ ଖୁବ୍‌ ଆନନ୍ଦ ଉଲ୍ଲାସର ସହିତ ରଥଗୁଡିକୁ ସିଂହଦ୍ବାରା ସମ୍ମୁଖକୁ ଆଣିଛନ୍ତି ।

ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର ବେଶ୍‌ କଡା ପକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍‌-19 ମହାମାରୀକୁ ଦୃ୍ଷ୍ଟିରେ ରଖି  ରଥଯାତ୍ରା ପାଇଁ ପୁରୀ ସହରକୁ ବୁଧବାର ଦିନ 2ଟ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ପୁରୀ ଲୋକଙ୍କୁ ବଡଦାଣ୍ଡକୁ ଆସିବାକୁ ବାରଣ କରାଯାଇଛି । ସେହିପରି ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବ ବୋଲି ସୂଚନା ଦିଆଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025
Latest News

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025

ଫିକା ପଡିଲା ସୁନାର ଚମକ: ଜାଣନ୍ତୁ ଆଜିର ମୂଲ୍ୟରେ କେତେ ହ୍ରାସ?

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.