Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା ରଥଟଣା :  ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ବଜ ରଥ
ଆଜିର ଖବର

ଆରମ୍ଭ ହେଲା ରଥଟଣା :  ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ବଜ ରଥ

June 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ : ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଏବେ ବିନା ଭକ୍ତରେ ଘୋଷଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି  ସରିବା ପରେ ଗଜପତି ମହାରାଜାଙ୍କ ଦ୍ବାରା ଛେରା ପହଁରା ମଧ୍ୟ ସରିଛି । ଏହାପରେ ପ୍ରଥମେ ବଳଦେବ ମହାପ୍ରଭୁଙ୍କ ରଥ ତାଳଧ୍ବଜକୁ ସେବାୟତମାନେ ଟାଣି ନେଇଛନ୍ତି । ଦିନ 12ଟା ସମୟରେ ରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍‌ଟ ହୋଇଥିଲା । ଗୁଣ୍ଡିଚା ଘର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର  । ଆଜିଠାରୁ ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି ।

ତାଳଧ୍ବଜ ରଥ ସମ୍ପର୍କରେ ସଂକ୍ଷିପ୍ତ ସୂଚନା :

ଶ୍ରୀବଳଭ୍ରଦଙ୍କ ରଥର ନାମ ହେଉଛି ତାଳଧ୍ବଜ । ଏହାର ଉଚ୍ଚତା ହେଉଛି 32 ହାତ 10 ଆଙ୍ଗୁଳି । 763 କାଷ୍ଠରେ ଏହି ରଥ ନିର୍ମିତ ହୋଇଥିବାବେଳେ ଏହାର ଚକ ହେଉଛି 12ଟି । ରଥର ରକ୍ଷକ ହେଉଛନ୍ତି ବାସୁଦେବ ।  ଏହି ରଥର ସାରଥୀଙ୍କ ନାମ ହେଉଛି ମାତଳି । ସେହିପରି ବଳଭଦ୍ର ରଥ ତାଳଧ୍ବଜର ନେତର ନାମ ହେଉଛି ଉନ୍ନନି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025
Latest News

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025

ନିବେଶକମାନଙ୍କ ପାଇଁ ଖୁସି: ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଇସ୍ପାତ କମ୍ପାନୀର ସେୟାରରେ ବଡ ବୃଦ୍ଧି

December 31, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ISRD ମିଳିତ ଆନୁକୁଲ୍ୟରେ ଅତିରିକ୍ତ ୱାନ୍ ଷ୍ଟପ୍‌ ସେଣ୍ଟର୍ ର ଉଦ୍ଘାଟିତ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.