Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋଲିଲା ହୀରାକୁଦ ଡ୍ୟାମର ଗେଟ
ଆଜିର ଖବର

ଖୋଲିଲା ହୀରାକୁଦ ଡ୍ୟାମର ଗେଟ

June 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ମଞ୍ଜୁର କଲେ କେନ୍ଦ୍ର ସରକାର
ହୀରାକୁଦ ଏବଂ ସାତକୋଶିଆ ଅଞ୍ଚଳର ବିକାଶ ପାଇଁ 199 କୋଟିରୁ ଅଧିକ ମଞ୍ଜୁର କଲେ କେନ୍ଦ୍ର ସରକାର

ସମ୍ବଲପୁର: ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ 7 ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ଆଜି ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଏବେ 6ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ପରବର୍ତ୍ତୀ ସମୟରେ ଆଉ ଗେଟ୍‌ ଖୋଲାଯିବ ନେଇ ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା 630 ଫୁଟ ଥିବାବେଳେ 616 ଫୁଟ ଜଳ ରହିଛି। ତେବେ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ  ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଯାଉଛି।

ହୀରାକୁଦ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଦଳରେ ପରିବର୍ତ୍ତନ: ବାଦ ପଡିଲେ ଏହି ଅଲରାଉଣ୍ଡର

December 15, 2025

ହୀରାକୁଦ୍ ରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ

December 15, 2025

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025
Latest News

ଓଡ଼ିଶା ପୁଲିସକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନୂତନ ୱେବସାଇଟ୍‌କୁ ଲୋକାର୍ପଣ କଲେ ଡିଜିପି

December 15, 2025

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଦଳରେ ପରିବର୍ତ୍ତନ: ବାଦ ପଡିଲେ ଏହି ଅଲରାଉଣ୍ଡର

December 15, 2025

ଲାଲ କରିଡରରୁ ନକ୍ସଲମୁକ୍ତ ଭାରତ ପର୍ଯ୍ୟନ୍ତ: 126 ରୁ 11 କୁ ଖସିଲା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା

December 15, 2025

ହୀରାକୁଦ୍ ରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ

December 15, 2025

୨୦୨୬ ଟି-୨୦ ବିଶ୍ୱକପ୍ ଦେଖିବା ପାଇଁ ଭାରତ ଆସିବେ ମେସି!: ଟିକେଟ୍ ଉପହାର ଦେଲେ ଜୟ ଶାହ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.