Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାହାଘରକୁ ଅଧିକ ଲୋକ ଡାକି ଫସିଲେ ବର ପିତା :  କରୋନାରେ ଜଣକର ମୃତ୍ୟୁ ସହ 15 ଜଣ ସଂକ୍ରମିତ
ଆଜିର ଖବର

ବାହାଘରକୁ ଅଧିକ ଲୋକ ଡାକି ଫସିଲେ ବର ପିତା :  କରୋନାରେ ଜଣକର ମୃତ୍ୟୁ ସହ 15 ଜଣ ସଂକ୍ରମିତ

June 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : କରୋନା କଟକଣାକୁ ଖାତିର୍‌ ନ କରି ବିବାହ ସମାରୋହରେ ଅଧିକ ଲୋକଙ୍କୁ ସାମିଲ୍‌ କରିବା ଏବେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜସ୍ଥାନର ଭୀଲଓ୍ବାଡାର ଏକ ବିବାହ ସମାରୋହରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ । ଏହା ଏବେ ବରପକ୍ଷ ଲୋକଙ୍କୁ ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇଛି । ବରଯାତ୍ରୀର କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବାସ୍ଥଳେ 15 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବରର ଜେଜେବାପାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 15 ଜଣ ସଂକ୍ରମିତ ହୋଇଛନ୍ତି ।

ବର ଓ ବରପିତା ସମେତ ସମସ୍ତ 15 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଜସ୍ଥାନ ସରକାର ଅନ୍ୟ 127 ଜଣଙ୍କୁ କ୍ବାରେଣ୍ଟାଇନ୍‌ କରିଛନ୍ତି । ସେହିପରି ଏହି ସମସ୍ତଙ୍କୁ କ୍ବାରେଣ୍ଟିନ୍‌ ସୁବିଧା ଓ ଚିକିତ୍ସାର ସମସ୍ତ ଖର୍ଚ୍ଚକୁ ଜରିମାନା ରୂପେ ବରପିତାଙ୍କୁ ଦେବାକୁ ପଡିଛି । ଏପର୍ଯ୍ୟନ୍ତ ବର ପିତାଙ୍କ ଉପରେ 6 ଲକ୍ଷ 26 ହଜାର 600 ଟଙ୍କାର ଜରିମାନା କରାଯାଇଥିବାବେଳେ ତିନି ଦିନ ମଧ୍ୟରେ ଏହାକୁ ଆାଦାୟ କରିବା ପାଇଁ ଭିଲଓ୍ବାଡା ଜିଲ୍ଲା ମାଜିଷ୍ଟ୍ରେଟ୍‌ ନୋଟିସ୍‌ ଜାରି କରିଛନ୍ତି । ସେହିପରି ଆଗକୁ ମଧ୍ୟ ଏହି ଜରିମାନାର ଆକାର ବଢିପାରେ ବୋଲି ସୂଚନା ରହିଛି। ଏହି ଆଦାୟ ଜରିମାନା ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦିଆଯିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଉପରେ ପ୍ରଭାବି ନିୟନ୍ତ୍ରଣ ପାଇଁ ‘ଭିଲୱାରା ମଡେଲ’ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ ଏଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଏକକାଳୀନ 15 ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି ।

ଜୁନ୍‌ 19 ତାରିଖରେ ଭୀଲଓ୍ବାଡା ରେ ବିବାହ କରାଯାଇଥିବାବେଳେ ଏହି ବିବାହରେ ବର, ବରର କାକା, ପିଇସୀ, ବର ପିତା, ଉଣୀ ଆଦି ସାମିଲ୍‌ ଥିଲେ । ତେବେ ନବବଧୂ ସମେତ 17ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । (ଏଜେନ୍ସି)

କରୋନା କଟକଣା ଜରିମାନା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Latest News

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026

Gupta Power: ଦେବାଳିଆ ଅବସ୍ଥାରେ ଓଡିଶାର ଗୁପ୍ତା ପାୱାର, ଅଧିଗ୍ରହଣ ପାଇଁ ବଡବଡ କଂପାନୀଙ୍କ ନଜର

February 22, 2026

ଆଜିଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସିଙ୍ଗାପୁର-ଜାପାନ ଗସ୍ତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.