Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ 229 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 545କୁ ବୃଦ୍ଧି
ଆଜିର ଖବର

ଆଉ 229 ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 545କୁ ବୃଦ୍ଧି

July 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ଆଜି 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 193ଜଣ ଚିହ୍ନଟ ହୋଇଥିବାବେଳେ 36ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାର 545କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 2 ହଜାର 157ଜଣ । ସେହିପରି ସୁସ୍ଥ ହୋଇଛନ୍ତି 5 ହଜାର 353 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 25ଜଣ । ସେହିପରି 8 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

bhubaneswar corona
Share. Facebook Twitter LinkedIn Email WhatsApp Copy Link

Related Posts

ICC ବିରୋଧରେ ଗମ୍ଭୀର ଅଭିଯୋଗ!: ବିଶ୍ୱକପ୍ ରୁ ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଖାରଜ

January 27, 2026

‘ଖଡଗେ ଅଧ୍ୟକ୍ଷ, କିନ୍ତୁ ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସ ଦଳର ମାଲିକ’: ଶକୀଲ ଅହମ୍ମଦ

January 27, 2026

RCBର ବଢିଲା ସମସ୍ୟା: ମୁମ୍ବାଇ ଇଣ୍ଡିଆନ୍ସର ବିଶାଳ ବିଜୟ ପଏଣ୍ଟ ଟେବୁଲକୁ କଲା ଅଧିକ ଆକର୍ଷଣୀୟ 

January 27, 2026

ଭୁବନେଶ୍ବରରେ ଆରମ୍ଭ ହେଲା ଆଦିବାସୀ ମେଳା

January 27, 2026
Latest News

ପାକିସ୍ତାନକୁ କେବେ ମିଳିବ ସିନ୍ଧୁ ନଦୀର ପାଣି?: ଜାତିସଂଘକୁ କହିଲା ଭାରତ

January 27, 2026

ICC ବିରୋଧରେ ଗମ୍ଭୀର ଅଭିଯୋଗ!: ବିଶ୍ୱକପ୍ ରୁ ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଖାରଜ

January 27, 2026

‘ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା’: ଘୋଷଣା କଲେ ପ୍ରଧାନମନ୍ତ୍ରୀ

January 27, 2026

‘ଖଡଗେ ଅଧ୍ୟକ୍ଷ, କିନ୍ତୁ ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସ ଦଳର ମାଲିକ’: ଶକୀଲ ଅହମ୍ମଦ

January 27, 2026

RCBର ବଢିଲା ସମସ୍ୟା: ମୁମ୍ବାଇ ଇଣ୍ଡିଆନ୍ସର ବିଶାଳ ବିଜୟ ପଏଣ୍ଟ ଟେବୁଲକୁ କଲା ଅଧିକ ଆକର୍ଷଣୀୟ 

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.