19 ଜିଲ୍ଲାରୁ 229, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 2, 2020, 10:48 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ନୂତନ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 19ଟି ଜିଲ୍ଲାରୁ 229 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 95 ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ 24, ଯାଜପୁରରୁ 22,  ଖୋର୍ଦ୍ଧାରୁ 21,  ସୁନ୍ଦରଗଡରୁ 17, କଟକରୁ 12, ଝାରସୁଗୁଡାରୁ 10,ବଲାଙ୍ଗିରରୁ 7, ନୟାଗଡରୁ 5, ପୁରୀ4, ବୌଦ୍ଧରୁ 3, ମୟୂରଭଞ୍ଜରୁ 2 ଜଣ ରହିଛନ୍ତି । ସେହିପରି ଅନୁଗୁଳ, ବରଗଡ, କେଉଁଝର, ଦେବଗଡ, ଗଜପତି, ଜଗତସିଂହପୁର, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related posts