Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାଉଡି ଯାତ୍ରା ସ୍ଥଗିତ :  ଅଗଷ୍ଟ 4 ପର୍ଯ୍ୟନ୍ତ ପାଟନାର ସମସ୍ତ ଶିବ ମନ୍ଦିର ରହିବ ବନ୍ଦ
ଆଜିର ଖବର

କାଉଡି ଯାତ୍ରା ସ୍ଥଗିତ :  ଅଗଷ୍ଟ 4 ପର୍ଯ୍ୟନ୍ତ ପାଟନାର ସମସ୍ତ ଶିବ ମନ୍ଦିର ରହିବ ବନ୍ଦ

July 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାଟନା : ଶ୍ରାବଣ ମାସ ଉପନୀତ । ଏହି ମାସରେ ଶିବଶଙ୍କରଙ୍କ ଜଳଲାଗି ବା କାଉଡି ଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି ବିହାର ସରକାର । ବିହାରରେ କରୋନା ସଂକଟକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ରାଜଧାନୀ ପାଟନା ସହର କରୋନା ସଂକ୍ରମଣ ପ୍ରଭାବିତ ଅଞ୍ଚଳ ଭାବେ ଉଭା ହୋଇଛି । ଏପରି ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ସାଓ୍ବନ ମାସରେ ଶିବ ମନ୍ଦିରରେ ଭିଡକୁ ରୋକିବା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ପାଟନା ଜିଲ୍ଲାରେ ରହିଥିବା ସମସ୍ତ ଶିବ ମନ୍ଦିରରେ ସାଓ୍ବନ ଉପଲକ୍ଷେ ମେଳା, ଜଳାଭିଷେକ ଓ କାଉଡି ଯାତ୍ରା ଆଦି ଆୟୋଜନା କରାଯାଇଥାଏ । କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ବିହାର ସରକାର ମନ୍ଦିରଗୁଡିକୁ ଅଗଷ୍ଟ 4ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ବିହାର ରାଜ୍ୟ ସରକାର । ଜୁଲାଇ 6 ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି । ଏହି ସମୟରେ ଶ୍ରଦ୍ଧାଳୁମାନେ ଶିବ ମନ୍ଦିରରେ ପୂଜାର୍ଚ୍ଚନା ତଥା ଜଳାଭିଷେକ କରିଥାନ୍ତି । ଏହି ସମୟରେ ମନ୍ଦିରରେ ପ୍ରବଳ ଭିଡ ହୋଇଥାଏ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ୭୧ ଚୋରି ମୋବାଇଲ ଫୋନ ଉଦ୍ଧାର

January 27, 2026

ଉଜ୍ଜୟିନୀ ମନ୍ଦିର ଗର୍ଭଗୃହରେ ଭିଆଇପିଙ୍କୁ ପ୍ରବେଶ ମାମଲା: ସୁପ୍ରିମକୋର୍ଟ ଦେଲେ ଏହି ନିର୍ଦ୍ଦେଶ

January 27, 2026

ICC ବିରୋଧରେ ଗମ୍ଭୀର ଅଭିଯୋଗ!: ବିଶ୍ୱକପ୍ ରୁ ୧୦୦ରୁ ଅଧିକ ବାଂଲାଦେଶୀ ସାମ୍ବାଦିକଙ୍କ ମାନ୍ୟତା ଖାରଜ

January 27, 2026

‘ଖଡଗେ ଅଧ୍ୟକ୍ଷ, କିନ୍ତୁ ରାହୁଲ ଗାନ୍ଧୀ ହେଉଛନ୍ତି କଂଗ୍ରେସ ଦଳର ମାଲିକ’: ଶକୀଲ ଅହମ୍ମଦ

January 27, 2026
Latest News

ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ୭୧ ଚୋରି ମୋବାଇଲ ଫୋନ ଉଦ୍ଧାର

January 27, 2026

ଉଜ୍ଜୟିନୀ ମନ୍ଦିର ଗର୍ଭଗୃହରେ ଭିଆଇପିଙ୍କୁ ପ୍ରବେଶ ମାମଲା: ସୁପ୍ରିମକୋର୍ଟ ଦେଲେ ଏହି ନିର୍ଦ୍ଦେଶ

January 27, 2026

ଭାରତ-ୟୁରୋପୀୟ ସଂଘ ଚୁକ୍ତିକୁ କାହିଁକି କୁହାଯାଉଛି ସମସ୍ତ ବାଣିଜ୍ୟ ଚୁକ୍ତିର ଜନନୀ?: ଜାଣନ୍ତୁ ସବୁକିଛି

January 27, 2026

T20 World Cup 2026: ପାକିସ୍ତାନ ଓହରିଲେ ବାଂଲାଦେଶକୁ ମିଳିବ ସୁଯୋଗ?, ପ୍ଳାନ ‘ବି’ ପ୍ରସ୍ତୁତ

January 27, 2026

ପାକିସ୍ତାନକୁ କେବେ ମିଳିବ ସିନ୍ଧୁ ନଦୀର ପାଣି?: ଜାତିସଂଘକୁ କହିଲା ଭାରତ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.