Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତ୍ର 5 ଟଙ୍କା ପାଇଁ ଫଳ ଦୋକାନୀଙ୍କୁ ଗୁଳି କଲେ ସୁରକ୍ଷା କର୍ମୀ
ଆଜିର ଖବର

ମାତ୍ର 5 ଟଙ୍କା ପାଇଁ ଫଳ ଦୋକାନୀଙ୍କୁ ଗୁଳି କଲେ ସୁରକ୍ଷା କର୍ମୀ

July 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୋଏଡା : ହାଇଟେକ ସିଟି କୁହାଯାଉଥିବା ନୋଏଡାର ସେକ୍ଟର 58ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମାତ୍ର ପାଞ୍ଚଟଙ୍କା ପାଇଁ ଜଣେ ସିକ୍ୟୁରିଟି ଗାର୍ଡ ଜଣେ ଫଳ ବିକ୍ରେତାଙ୍କୁ ଗୁଳି ମାରି ଦେଇଛନ୍ତି। ଫଳ ବିକ୍ରେତା ଜଣକ ଗୁରୁତର ରୂପେ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଫଳ ବିକ୍ରେତା ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାତ୍ର 5 ଟଙ୍କା ପାଇଁ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ବିବାଦର ପରିଣତି ସ୍ବରୂପ ସିକ୍ୟୁରିଟି ଗାର୍ଡ ନିଜ ଲାଇସେନ୍ସ ବନ୍ଧୁକରୁ ଫଳ ବିକାଳୀ ଉପରକୁ ଗୁଳି ଚଳାଇଥିଲେ ।

ମିଳିଥିବା ସୂଚନା ଅନୁସାରେ ସେକ୍ଟର 56ରେ ଜଣେ ଫଳ ବିକାଳୀ ଠେଲା ସାହାଯ୍ୟର ଫଳ ବିକ୍ରି କରୁଥିଲେ । ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ସତ୍ୟେନ୍ଦ୍ର ଓ ଫଳ ବିକାଳୀଙ୍କ ମଧ୍ୟରେ ପଇସାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ଏପରି ବଢିଲା ଯେ, ଫଳ ବିକାଳୀ ଜଣକ ନିଜର କିଛି ବନ୍ଧୁମାନଙ୍କ ସହ ମିଶି ସତ୍ୟେନ୍ଦ୍ରଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ସତ୍ୟେନ୍ଦ୍ର ରାଗରେ ନିଜ ଲାଇସେନ୍ସ ବନ୍ଧକୁ ଫଳ ବିକାଳୀ ଉପରେ ଗୁଳି ଚଳାଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସତ୍ୟେନ୍ଦ୍ରଙ୍କୁ ଗିରଫ କରାଯାଇଥିବାବେଳେ ବନ୍ଧୁକମଧ୍ୟ ଜବତ କରାଯାଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026
Latest News

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ

August 10, 2026

ମେଟଲ୍‌ ମିଟ୍‌-୨୦୨୬: ଇଂରାଜୀ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ତରଫରୁ କ୍ୟୁଜ ପ୍ରତିଯୋଗୀତା

August 10, 2026

୨୪ ଘଣ୍ଟା ପରେ ମିଳିଲା ମୃତଦେହ

August 10, 2026

JPSC ପରୀକ୍ଷା ଦୁର୍ନୀତି ମାମଲାରେ ED ର ଏଣ୍ଟ୍ରି: ଆରମ୍ଭ କଲା ତଦନ୍ତ

August 10, 2026

ରାଜଧାନୀରେ ଦୁର୍ଘଟଣା : ଯୁବକ ମୃତ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.