Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନ ରାଜନୀତି : ରଘୁବୀର ମୀନା ହୋଇପାରନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ
ଆଜିର ଖବର

ରାଜସ୍ଥାନ ରାଜନୀତି : ରଘୁବୀର ମୀନା ହୋଇପାରନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ

July 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍‌ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । ସଚିନ୍‌ ପାଇଲଟ୍‌ ନରାଜା ହେବା ଫଳରେ ଏବେ ଗେହେଲଟଙ୍କ ଚୌକି ଉପରେ ଗ୍ରହଣ ଲାଗିଛି । ଅପରପକ୍ଷରେ ଗେହେଲଟ୍‌ ମଧ୍ୟ ଆକ୍ସନ୍‌ ମୁଡରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନ୍‌ ପାଇଲଟ୍‌ଙ୍କ ସ୍ଥାନରେ ରଘୁବର ମୀନାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇପାରନ୍ତି ।

ରଘୁବୀର ମୀନା ରାଜସ୍ଥାନ ରାଜନୀତିରେ ଏପରି ଏକ ନେତା ଯିଏକି ସରପଞ୍ଚ ନିର୍ବାଚନରୁ ଜିତି ଜିତି ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତିଛନ୍ତି । 1988 ମସିହାରେ ରଘୁବୀର ମୀନା ଉଦୟପୁର ଜିଲ୍ଲାର ସାରଦା ତହସିଲ ଅନ୍ତର୍ଗତ ବାଲି ଗ୍ରାମ ପଞ୍ଚାୟତ ଖାରବରର ସରପଞ୍ଚ ହୋଇଥିଲେ । ପରେ ପରେ ସେ 61 ବର୍ଷରେ  1993 ମସିହାରେ ସାରଦା ବିଧାନସଭା ଆସନରୁ ଜିତିଥିଲେ । 2008 ପର୍ଯ୍ୟନ୍ତ ଲଗାତାର ଏହି ଆସନରୁ ଜିତିବା ସହିତ ଗେହେଲଟ୍‌ ସରକାରରେ ମଧ୍ୟ ମଧ୍ୟ ହୋଇଥିଲେ ।

2005ରୁ 2011 ପର୍ଯ୍ୟନ୍ତ ରାଜସ୍ଥାନ କଂଗ୍ରେସର ମହାସଚିବ ମଧ୍ୟ ରହିଥିଲେ ରଘୁବୀର ମୀନା । 2009ରେ ଲୋକସଭା ଆସନରେ ମଧ୍ୟ ଜିତ୍‌ ହାସଲ କରିଥିଲେ ।

ରଘୁବୀର ମିନା ଗ୍ରାମ ପଞ୍ଚାୟତଠାରୁ ଆରମ୍ଭ କରି ବିଧାନସଭା, ଲୋକସଭା, ୟୁଥ୍‌ କଂଗ୍ରେସ, ପ୍ରଦେଶ କଂଗ୍ରେସରେ ମଧ୍ୟ ନିଜର ଯୋଗଦାନ ରଖିଛନ୍ତି । କଂଗ୍ରେସ ଓ୍ବାର୍କିଂ କମିଟିରେ ମଧ୍ୟ ସଦସ୍ୟ ରୂପେ ସୁଯୋଗ ପାଇଥିବା ରଘୁବୀର  ଚାରି ଥର ବିଧାୟକ ରହିଥିବାବେଳେ ଉଦୟପୁର ସାଂସଦ ମଧ୍ୟ ହୋଇଛନ୍ତି ।

rajsthan
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Latest News

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.