Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ :  ଭୁବନେଶ୍ୱର ଓ କଟକରେ ନୂଆ ଡିସିପି
ଆଜିର ଖବର

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ :  ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

July 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଇପିଏସ୍‌ ସ୍ତରରେ ବଡ଼ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି। ଉମାଶଙ୍କର ଦାଶ ହେଲେ ଭୁବନେଶ୍ୱର ଡିସିପି। କଟକ ଡିସିପି ହୋଇଛନ୍ତି ପ୍ରତୀକ ସିଂହ।

ସେହିପରି ସତ୍ୟଜିତ୍‌ ମହାନ୍ତି ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ।ଏମ୍. ଅକ୍ଷୟ ହେଲେ ପୋଲିସ୍‌ ଗୃହ ନିର୍ମାଣ ଅଧ୍ୟକ୍ଷ । ଲଳିତ ଦାସ ହେଲେ ଏଡିଜି କମ୍ୟୁନିକେସନ। ରାଧାକୃଷ୍ଣ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ଏଡିଜି କ୍ରାଇମବ୍ରାଞ୍ଚ।

ପ୍ରବୀଣ କୁମାର ହେଲେ ଆଇଜି ଆଇନ ଶୃଙ୍ଖଳା। ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି, ସାର୍ଥକ ଷଡ଼ଙ୍ଗୀଙ୍କର କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଛି।  କଟକ ଡିସିପି ଅଖିଳେଶ୍ୱର ସିଂହ ହେଲେ ପୁରୀ ଏସ୍‌ପି। ଗଜପତି ଏସ୍‌ପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି  କରାଯାଇଛି। ବିନୀତ ଅଗ୍ରଓ୍ବାଲ ହେଲେ କନ୍ଧମାଳ ଏସ୍‌ପି । ସାଗରିକା ନାଥ ହେଲେ ସୁନ୍ଦରଗଡ ଏସ୍‌ପି । ସୌମ୍ୟା ମିଶ୍ର ହେଲେ ଡିସିପି ଟ୍ରାଫିକ୍‌ । ନୂଆପଡା ଏସ୍‌ପି ହେଲେ ରାହୁଲ୍‌ ଜୈନ୍‌ । ତପନ କୁମାର ପଟ୍ଟନାୟକ ହେଲେ ଗଜପତି ଏସ୍‌ପି। ଏସ୍‌. ସି ଜମାଦାର ହେଲେ ଦେବଗଡ ଏସ୍‌ପି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ପୂର୍ବତଟ ରେଳପଥରେ ନିର୍ଦ୍ଧିଷ୍ଟ ଟ୍ରେନ୍‌ଗୁଡ଼ିକର ସମୟସୂଚୀରେ ପରିବର୍ତ୍ତନ

January 27, 2026
Latest News

ଆଜି ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା

January 28, 2026

ରାଶିଫଳ: ଆଜି ଜାନୁୟାରୀ ୨୮ ତାରିଖ ବୁଧବାରରେ ଏହି ରାଶିଗୁଡିକର ରହିଛି ରାଜଯୋଗ

January 28, 2026

କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟ ହାଲୱା ଉତ୍ସବ ସହିତ ଆରମ୍ଭ

January 27, 2026

ପଞ୍ଚତତ୍ତ୍ୱ ପାର୍କର ଉଦଘାଟନ ସହ ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

January 27, 2026

ଭାରତ ଶକ୍ତି ସପ୍ତାହ ୨୦୨୬ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

January 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.