Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିରେ 36 ଜଣ ନୂଆ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ନିଯୁକ୍ତ
ଆଜିର ଖବର

ବିଜେଡିରେ 36 ଜଣ ନୂଆ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ନିଯୁକ୍ତ

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
New workers of Biju Janata Dal

ଭୁବନେଶ୍ବର : ବିଜେଡି ସଭାପତି ଆଜି 36 ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି କରିଛନ୍ତି । ସୁଶାନ୍ତ ସିଂହ, ଚନ୍ଦ୍ରସାରଥୀ ବେହେରା, ମନୋହର ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସ୍ନେହାଙ୍ଗିନୀ ଛୁରିଆ, ଜଗନ୍ନାଥ ସାରକା, ହାଜି ମହମ୍ମଦ ଆୟୁବ ଖାଁ, ଦେବେଶ ଆଚାର୍ଯ୍ୟ, ଉମାକାନ୍ତ ସାମନ୍ତରାୟ, ବ୍ୟୋମକେଶ ରାୟ,  ଅନନ୍ତ ନାରାୟଣ ଜେନା, ରାଜଶ୍ରୀ ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ରାସେଶ୍ବରୀ ପାଣିଗ୍ରାହୀ, ରାଜୀବ ପାତ୍ର, ସୁଧୀର ସାମଲ୍‌, ସସ୍ମିତ ପାତ୍ର, ବିକ୍ରମ ପଣ୍ଡା, ଯୋଗେଶ ସିଂହ, ବାସନ୍ତୀ ହେମ୍ବ୍ରମ୍‌, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଦେବାଶିଷ ମାରାଣ୍ଡି, ମାନସ ମଙ୍ଗରାଜ, ଜନ୍ମେଜୟ ଲେଙ୍କା, ବିଶ୍ବଜିତ୍‌ ମହାନ୍ତି, ସତ୍ୟବ୍ରତ ପାତ୍ର, ଶାରଦା ଜେନା, ଗୀତାଞ୍ଜଳି ସେଠୀ, ପ୍ରମୋଦ ଜେନା, ଶ୍ୟାମପ୍ରସାଦ ବେହେରା ପ୍ରମୁଖଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । 36 ଜଣଙ୍କୁ ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ବ ଦେଇଛନ୍ତି ସଭାପତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍

October 16, 2025

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025
Latest News

ଆନ୍ଧ୍ରରେ ପ୍ରଧାନମନ୍ତ୍ରୀ ମୋଦି, ଭେଟି ଦେଲେ ୧୩,୪୩୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ

October 16, 2025

ଦୀପାବଳି ପାଇଁ ରେଳବାଇର ଘୋଷଣା, ପୁରୀ ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍

October 16, 2025

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.