ଭୁବନେଶ୍ବର, ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ । ଏୟାରପୋର୍ଟ, ଷ୍ଟେସନ ଯାତ୍ରୀଙ୍କ ପାଇଁ କାଲିଠାରୁ ସଟଲ୍ ସେବା ଚାଲିବ। ମୋ ବସ୍ ପରିଚାଳନାକାରୀ କୃଟ୍ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ମୋ ବସ୍
ଏଭଳି ଟଙ୍କାବଣ୍ଟା ନିର୍ବାଚନ କେବେ ଦେଖି ନଥିଲି, ନୂଆପଡା ଉପନିର୍ବାଚନ ନେଇ କହିଲେ ଶ୍ରୀକାନ୍ତ ଜେନାNovember 11, 2025