Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁଠୁ ବାହାରିଲେ ଆଜିର 52 ପଜିଟିଭ୍
ଆଜିର ଖବର

ଭୁବନେଶ୍ବରରେ କମିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁଠୁ ବାହାରିଲେ ଆଜିର 52 ପଜିଟିଭ୍

July 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟ୍ରାକ୍ସ କେସ ସଂଖ୍ୟା ବି ଦୁଇ ଦିନ ତୁଳନାରେ ତଳକୁ ଖସିଛି। ଆଜି ସଂଗରୋଧରୁ 34 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ସଂଖ୍ୟା ରହିଛି 18। ପୂର୍ବରୁ କିଛି ଦିନ ହେଲା ଲୋକାଲ କଣ୍ଟ୍ରାକ୍ଟ କେସ ସଂଗରୋଧଠାରୁ ଅଧିକ ରହୁଥିଲା।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।Imageସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୪ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜ୍‌ ଏନ୍‌-୩ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀ, ନୀଳାଦ୍ରି ବିହାର ଇସାନେଶ୍ୱର ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୂଆଗାଁ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲରୁ ଜଣେ ପୁରୁଷ କର୍ମଚାରୀ, ଆଇଆରସି ଭିଲେଜ ଏନ୍‌-୬ରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ପୁରୁଷ, ୟୁନିଟ-୧ ଆଖଣ୍ଡଳମଣି ବସ୍ତି ନିଳାଦ୍ରୀ ବିହାର ଅଞ୍ଚଳରୁ ଜଣେ ବାଳକ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ପୁରୁଷ, ଭୀମଟାଙ୍ଗି ଭୀମେଶ୍ୱର ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ, ନୀଳାଦ୍ରି ବିହାର ସେକ୍ଟର-୨ ଅଞ୍ଚଳରୁ ଜଣେ ପୁରୁଷ, ଏକ ଘରୋଇ ହସ୍‌ପିଟାଲର ଜଣେ ମହିଳା କର୍ମଚାରୀଙ୍କ ସ୍ୱାବ ପରୀକ୍ଷାରେ କୋଭିଡ ପିଜିଟିଭ୍‌ ଚିହ୍ନଟ ହୋଇଛି।

Image

ସେହିପରି ସାଲିଆ ସାହି ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳର ଜଣେ ରେଳ କର୍ମଚାରୀ, ନୟାପଲ୍ଲୀ ଗାନ୍ଧୀବସ୍ତି ଅଞ୍ଚଳରୁ ଦୁଇଜଣେ ମହିଳା, ସହିଦ ନଗର ଅନ୍‌ଗାନ୍‌ ରେସ୍ତୋରାଁ ଅଞ୍ଚଳରୁ ୭ଜଣ ମହିଳା ଓ ଜଣେ ପୁରୁଷ, ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ପୁରୁଷ, ଝାରପଡ଼ା ବୈରାଗୀ ନଗର ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍‌ପିଟାଲର ୬ଜଣ ପୁରୁଷ କର୍ମଚାରୀ, ରବିଟକିଜ ରାଧାବଲ୍ଲଭ ମଠ ଅଞ୍ଚଳରୁ ଜଣେ ପୁରୁଷ ଓ ଟଙ୍କପାଣି ରୋଡ ବ୍ରହ୍ମେଶ୍ୱରୀ ମନ୍ଦିର ଅଞ୍ଚଳରୁ ଜଣେ ପୁରୁଷ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି।

ସେହିପରି କରୋନା ଚିହ୍ନଟ ହୋଇଥିବା ୧୮ଟି ସ୍ଥାନୀୟ ମାମଲା ମଧ୍ୟରୁ ନୟାପଲ୍ଲୀ ବ୍ରିଟ୍‌ କଲୋନିରୁ ଜଣେ ମହିଳା, ରସୁଲଗଡ଼ ଜିଜିପି କଲୋନିରୁ ଜଣେ ମହିଳା, ଅଶୋକ ନଗର ଅଞ୍ଚଳରୁ ଜଣେ ପୁରୁଷ, ହଳଦୀପଡ଼ା ବସ୍ତି ଅଞ୍ଚଳରୁ ଜଣେ ପୁରୁଷ, ଡୁମଡୁମା ଫେଜ-୩ ଅଞ୍ଚଳରୁ ଜଣେ ମହିଳା, ୟୁନିଟ-୮ ଡେଲଟା ସ୍କୋୟାର ଅଞ୍ଚଳରୁ ଜଣେ ପୁରୁଷ, ଜାଗମରା ମନାପୁରମ୍‌ ଫାଇନାନ୍‌ସ ଅଞ୍ଚଳରୁ ଜଣେ ମହିଳା, ଘାଟିକିଆ ଅଞ୍ଚଳରୁ ଜଣେ ମହିଳା, ଘରୋଇ ହସ୍‌ପିଟାଲରୁ ଜଣେ ଛାତ୍ରୀ, ଆଇଆରସି ଭିଲେଜ ଏନ୍‌-୫ ଅଞ୍ଚଳରୁ ଜଣେ ମହିଳା, ଚନ୍ଦ୍ରଶେଖରପୁର ଗାୟତ୍ରୀ ବିହାର ଅଞ୍ଚଳରୁ ଜଣେ ମହିଳା, ରବି ଟକିଜ ଅଞ୍ଚଳରୁ ଜଣେ ପୁରୁଷ, ବଡ଼ଗଡ଼ ବ୍ରିଟ୍‌ କଲୋନିରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ବଜରଙ୍ଗ ନଗର ଅଞ୍ଚଳରୁ ଜଣେ ପୁରୁଷ, ସାମନ୍ତରାପୁର ପୋଷ୍ଟ ଅଫିସ୍‌ ଅଞ୍ଚଳରୁ ଜଣେ ପୁରୁଷ ଓ ଚିନ୍ତାମଣିଶ୍ୱର ଲୋନ୍‌-୮ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ଏଯାବତ ରାଜଧାନୀରେ ମୋଟ କରୋନା ପଜିଟିଭ ସଂଖ୍ୟା 1182କୁ ବୃଦ୍ଧି ପାଇଛି। 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 646 ଜଣ ସକ୍ରିୟ ସଂକ୍ରମିତ ରୋଗୀ ରହିଛନ୍ତି।

ଆକ୍ରାନ୍ତଙ୍କ ସଂଖ୍ୟା କରୋନା ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.