Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିଲାନି ସେବାର ମୂଲ୍ୟ: ସମସ୍ତଙ୍କ ପାଇଁ ବାହାରିଲେ, ଏବେ ତାଙ୍କ ପାଇଁ କେହି ନାହିଁ
ଆଜିର ଖବର

ମିଳିଲାନି ସେବାର ମୂଲ୍ୟ: ସମସ୍ତଙ୍କ ପାଇଁ ବାହାରିଲେ, ଏବେ ତାଙ୍କ ପାଇଁ କେହି ନାହିଁ

July 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କରୋନା ଭୂତାଣୁର ଭୟ ଭିତରେ ଯିଏ ସାହସର ସହିତ କୋଭିଡ-19 ମୃତକଙ୍କ ଅନ୍ତିମ ସଂସ୍କାର ଭଳି ମହତ କାମ କରି ଆସିଛନ୍ତି, ସେ କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କ ପାଖରେ କେହି ନାହାଁନ୍ତି। ଏପରିକି ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି।

ଏ ହେଉଛନ୍ତି ଦିଲ୍ଲୀର ଜିତେନ୍ଦ୍ର ସିଂ ସୁଣ୍ଟି। କୋଭିଡ-19 ମୃତକଙ୍କ ପାଖକୁ କେହି ଯିବାକୁ ସାହସ କରୁନଥିବା ବେଳେ ଜିତେନ୍ଦ୍ର ଏଥିପାଇଁ ଆଗେଇ ଆସି ସେମାନଙ୍କର ଶେଷକୃତ୍ୟ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାବାଦ୍ ଅନେକ କୋଭିଡ ରୋଗୀଙ୍କୁ ସେ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରେ ଛାଡ଼ିବା ଭଳି ମହତ କାମ କରିଛନ୍ତି। ଏହି କାମ କରି କରି ଏବେ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ।

ହେଲେ ଏବେ ତାଙ୍କଠାରୁ ସମସ୍ତେ ଦୂରେଇ ଯାଇଛନ୍ତି। ଏପରିକି ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳୁନାହିଁ। ଚାରିମାସ ହେଲା ଜିତେନ୍ଦ୍ର ଦିଲ୍ଲୀର ବିବେକ ବିହାରରେ ସହିଦ ଭଗତ ସିଂହ ସେବା ଦଳ ଜରିଆରେ ସାମାଜିକ ସେବା କରି କୋଭିଡ ସଂକ୍ରମିତ ନେବା ଆଣିବା, ମୃତକଙ୍କ ସଂସ୍କାର ଆଦି କାମ କରୁଥିଲେ। ଏଥିପାଇଁ 18ଟି ଗାଡି ଲଗାଇଥିଲେ। ତାଙ୍କୁ ଏଥିରେ ସହଯୋଗ କରୁଥିଲେ 22 ଜଣ ସ୍ବେଚ୍ଛାସେବୀ।

ସେ ଓ ତାଙ୍କ ଦଳ 251 ଜଣ କୋଭିଡ ରୋଗୀଙ୍କ ନେବା ଆଣିବା କରିବା ସହ କରୋନାରେ ମୃତକ 37 ଜଣଙ୍କ ଶେଷକୃତ୍ୟ ସମାପନ କରିଥିଲେ । ଯିଏ ଅନ୍ୟ ପାଇଁ ସବୁ କିଛି କରୁଥିଲା,ତାଙ୍କ ପାଇଁ ଆଜି କେହି ନାହିଁ। ଜିତେନ୍ଦ୍ର ଜୁନ 30ରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ପତ୍ନୀ ଓ ଦୁଇ ପୁଅ ବି ଆକ୍ରାନ୍ତ ହୋଇଛନ୍ତି।

ନୂଆଦିଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026
Latest News

ନାମିବିୟାକୁ ପରାସ୍ତ କରିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା: ପାକିସ୍ତାନ ମ୍ୟାଚ ଉପରେ ଦେଲେ ସଂକେତ

February 13, 2026

ଓଡ଼ିଶାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ: ୨.୫ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ, ୬ ଫେରାର୍

February 13, 2026

“ମୋର ଓଜନ ହ୍ରାସ ପାଇଛି…”: IND vs PAK ମ୍ୟାଚ୍ ପୂର୍ବରୁ ନିଜ ସ୍ୱାସ୍ଥ୍ୟ ସୂଚନା ଦେଲେ ଅଭିଷେକ ଶର୍ମା

February 13, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.