Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»14 ଜିଲ୍ଲାରୁ 103ଜଣଙ୍କ ମୃତ୍ୟୁ : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି
ଆଜିର ଖବର

14 ଜିଲ୍ଲାରୁ 103ଜଣଙ୍କ ମୃତ୍ୟୁ : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

July 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ଅବସ୍ଥାକୁ ଗତି କରୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 18 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 100 ଡେଇଁ ସାରିଛି । ସେହିପରି ଅନ୍ୟ 30 ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ଯାଜପୁର ଆଦି ଜିଲ୍ଲାଗୁଡିକରେ କରୋନାସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ତେବେ ସବୁଠୁ ଆଶ୍ବସ୍ତିର କଥା ହେଉଛି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ।  ଅପରପକ୍ଷରେ ରାଜ୍ୟରେ ପ୍ଲାଜ୍‌ମା ଥେରାପି ମଧ୍ୟ ସଫଳ ହୋଇଛି । ଗତକାଲି 6ଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ 4 ଜଣଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯାଇଛି ।

ତେବେ ଆସନ୍ତୁ  ଜାଣିବା ରାଜ୍ୟର 30ଟି ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 5991 3871 2057 59 4
ଖୋର୍ଦ୍ଧା 2098 1202 875 14 7
କଟକ 1327 947 368 9 3
ଯାଜପୁର 1023 839 182 1 1
ସୁନ୍ଦରଗଡ 828 714 109 2 3
ବାଲେଶ୍ବର 744 507 235 0 2
ଗଜପତି 718 562 151 5 0
ଜଗତସିଂହପୁର 575 382 191 2 0
ମୟୂରଭଞ୍ଜ 471 322 147 0 2
କେଉଁଝର 422 338 83 0 1
ପୁରୀ 416 320 92 2 2
ଭଦ୍ରକ 392 297 91 1 3
କେନ୍ଦ୍ରାପଡା 365 303 59 2 1
ନୟାଗଡ 344 265 78 1 0
କୋରାପୁଟ 339 96 243 0 0
ମାଲ୍‌କାନଗିରି 306 161 145 0 0
ବଲାଙ୍ଗିର 291 256 35 0 0
ବରଗଡ 273 194 78 1 0
କନ୍ଧମାଳ 255 199 56 0 0
ରାୟଗଡା 242 138 102 2 0
ଅନୁଗୁଳ 229 145 82 2 0
ଝାରସୁଗୁଡା 226 182 44 0 0
ସମ୍ବଲପୁର 194 111 83 0 0
ନବରଙ୍ଗପୁର 159 130 28 0 1
ଢେଙ୍କାନାଳ 142 91 51 0 0
ନୂଆପଡା 100 100 0 0 0
କଳାହାଣ୍ଡି 87 78 9 0 0
ବୌଦ୍ଧ 77 50 27 0 0
ଦେବଗଡ 69 66 3 0 0
ସୋନପୁର 54 44 10 0 0
ମୋଟ୍‌ ପଜିଟିଭ୍ 18757 12910 5714 103 30
ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026

ୟୁପିରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ: ଆଶ୍ଚର୍ଯ୍ୟଜନକ ଖୁଲାସା କଲା ଏଟିଏସ୍

April 7, 2026

ନୂଆ ଦଳ ଗଠନ କଲେ ନବଜୋତ କୌର ସିଦ୍ଧୁ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନେଲେ ବଡ଼ ନିଷ୍ପତ୍ତି

April 7, 2026

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ 

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.