Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେନାକୁ ବୀରତ୍ଵ ଓ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଆଜିର ଖବର

ସେନାକୁ ବୀରତ୍ଵ ଓ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

March 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
prez ramnath kovind honours indian army
prez ramnath kovind honours indian army

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଉତ୍ସବରେ ସେନାକର୍ମୀଙ୍କୁ ତାଙ୍କର ଶୌର୍ଯ୍ୟ ଓ ସେବା ପାଇଁ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ପୁରସ୍କାରରେ ତିନୋଟି କିର୍ତ୍ତି ଚକ୍ର ଓ ୧୫ଟି ଶୌର୍ଯ୍ୟ ଚକ୍ର ସାମିଲ୍‌ ହୋଇଛି। ଦୁଇଟି କୀର୍ତ୍ତି ଚକ୍ର ଓ ଗୋଟିଏ ଶୌର୍ଯ୍ୟ ଚକ୍ର ମାତୃଭୂମି ପାଇଁ ପ୍ରାଣର ବାଜି ଲଗାଇଥିବା ସୈନିକଙ୍କୁ ମରଣୋତ୍ତର ଚକ୍ର ସମ୍ମାନ ଦିଆଯାଇଛି। କର୍ତ୍ତବ୍ୟ ପ୍ରତି ସମର୍ପଣ ଓ ପ୍ରତିବଦ୍ଧତା ପାଇଁ ୧୫ଟି ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୋଦ୍ଧା ସେବା ପଦ ଓ ବିଶିଷ୍ଟ ସେବା ପାଇଁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ରାଇଫଲସ୍‌ର ସିପାହୀ ବ୍ରହ୍ମାପାଲ୍‌ ସିଂହ ତଥା କନେଷ୍ଟବଲ୍‌ ରାଜେନ୍ଦ୍ର କୁମାର ନୈଣଙ୍କୁ ମରଣୋତ୍ତର କିର୍ତ୍ତୀ ଚକ୍ର , କେନ୍ଦ୍ରୀୟ ରିର୍ଜଭ ପୋଲିସ୍‌ ବଳର ହେଡ୍‌ କନେଷ୍ଟବଳ ଧନାଓ୍ବେଡ ରବିନ୍ଦ୍ରଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ସେହିପରି ମେଜର ଆଦିତ୍ୟ କୁମାର, ଶୌର୍ଯ୍ୟ ଚକ୍ରରେ ସାମିଲ୍‌ ହୋଇଛନ୍ତି। ସେନା ପ୍ରମୁଖ ବିପିନ ରାଓ୍ବତ୍‌ଙ୍କୁ ପରମ ବିଶିଷ୍ଟ ପଦକ ମିଳିଥିବା ବେଳେ ସିଆରପିଏଫ୍‌ ମୁଖ୍ୟ କନେଷ୍ଟବଳ ଏଏସ୍‌ କୃର୍ଷ୍ଣ, କନେଷ୍ଟବଳ କେ ଦିନେଶ ରାଜା, କନେଷ୍ଟବଳ ପି କୁମାର, ସେନାର କ୍ୟାପ୍‌ଟେନ୍‌ ବି ଜେ ରାଜେଶ, କ୍ୟାପଟେନ୍‌ ପି ସିଂହ, ଗନର ରଂଜିତ ସିଂହ, କ୍ୟାପ୍‌ଟେନ୍‌ ପି ରାଜକୁମାର, ନାୟବ ସୁବେଦାର ବିଜୟ କୁମାର ଯାଦବ, ମେଜର ପବନ ଗୌତମ୍‌, ଇଂଜିନିଅର ମହେଶ ଏଚଏନ୍‌, କ୍ୟାପ୍‌ଟେନ୍‌ ଅଭିନବ ଚୌଧୁରୀ, ଲାନ୍‌ସ ନାୟକ ଅୟୁବ୍‌ ଅଲୀ ଓ ମେଜର୍‌ ଅମିତ୍‌ କୁମାରୀ ଡିମରୀ ପ୍ରମୁଖଙ୍କୁ ଶୋର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା।

indianarmy thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.