ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକର 17 କର୍ମଚାରୀ କରୋନା ସଂକ୍ରମିତ । ଏନେଇ ସୂଚନା ଦେଇଛନ୍ତି ବିଡିଓ କର୍ଣ୍ଣଦେବ ସମ୍ମାଦାର । ବ୍ଲକକୁ ଆସିଥିବା ଆଉ 7 ଜଣ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଚିହ୍ନଟ ପରେ ବ୍ଲକ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଏବଂ ସମସ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଆଜି ରାଜ୍ୟରୁ 1376ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକ ଜିଲ୍ଲାରୁ 75 କରୋନା ଆକ୍ରାନ୍ତ ରହିଛନ୍ତି ।
Tags: