ନବରଙ୍ଗପୁର ଅଗଷ୍ଟ 1 ଓ 2 ତାରିଖ ଦୁଇଦିନ ସଟ୍ ଡାଉନ୍

Published: Jul 30, 2020, 6:14 pm IST

ନବରଙ୍ଗପୁର, କୋରାପୁଟ ପରେ ନବରଙ୍ଗପୁର ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ ଏହା ଘୋଷଣା କରିଛନ୍ତି। ଅଗଷ୍ଟ 1 ତାରିଖ ସକାଳ 5ଟାରୁ 2 ତାରିଖ ମଧ୍ୟରାତ୍ରି ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

Related posts