ଜଗତସିଂହପୁର ଜିଲ୍ଲାରୁ ଆଜି ୧୩ ପଜିଟିଭ୍ ,ଜିଲ୍ଲାରୁ ମୋଟ୍ ୭୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୩ ସୁସ୍ଥ ,୨ ମୃତ

Published: Aug 2, 2020, 5:01 pm IST

ରମେଶ ମହାନ୍ତି

ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପରୁ ୨ଜଣ ,ଏରସମା ଓ ରଘୁନାଥପୁର ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂତନ ୧୩ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖା ୭୩୯ରେ ପହଞ୍ଚିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୫୪ ଜଣ ଆକ୍ରାନ୍ତ ଏବେ ଆକ୍ଟିଭ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Related posts