Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁର ପାଟିରେ ପଶିଲା ଲୁହାରଡ଼୍‌: ଏମ୍‌କେସିଜିରେ ଅସ୍ତ୍ରୋପଚାର
ଆଜିର ଖବର

ଶିଶୁର ପାଟିରେ ପଶିଲା ଲୁହାରଡ଼୍‌: ଏମ୍‌କେସିଜିରେ ଅସ୍ତ୍ରୋପଚାର

August 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଖେଳୁଥିବାବେଳେ ଏକ ଚାରିବର୍ଷର ଶିଶୁକନ୍ୟାର ପାଟିରେ ଏକ ଲୁଡାରଡ଼୍ ପଶିଯାଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି ଡ଼ାକ୍ତରୀ ଟିମ୍ ଦ୍ୱାରା ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ପାଳକଷଣ୍ଢ ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ଘର କାମ ଚାଲିଥିଲା । ତାଙ୍କ ୪ ବର୍ଷର ଝିଅ ମନସ୍ମିତା ଛାତ ଉପରକୁ ଯାଇ ଖେଳୁଖେଳୁ ଅସାବଧନତା କାରଣରୁ ନିର୍ମାଣ କାମ ଚାଲୁଥିବା ସ୍ଥାନରେ ପଡ଼ିଯାଇଥିଲା । ସେଠାରେ ପୋତାଯାଇଥିବା ଏକ ଲୁହାଛଡ଼ ଥୋଡ଼ିରେ ପଶି ପାଟି ବାଟେ ବାହାରି ଯାଇଥିଲା । ଝିଅର ଏଭଳି ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ବ୍ରହ୍ମପୁର ଏମ୍‌କେସିଜକୁ ଆଣିଥିଲେ । କିନ୍ତୁ କରୋନା ସମୟ ଯୋଗୁଁ ଡ଼ାକ୍ତରମାନ ବିଳମ୍ବ କରିବାକୁ ବ୍ରହ୍ମପୁରର କିଛି ସାମ୍ବାଦିକ ଚଳଚଞ୍ଚଳ ହୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ମେଡ଼ିକାଲ୍ ପ୍ରଶାସନ ତତ୍ପର ହୋଇ ଡ଼ା. ପ୍ରଣୟ, ଡ଼ା ସ୍ୱରୂପ ମଲିକ ଏବଂ ଡ଼ା ଭି. ରାଜେଶଙ୍କୁ ନେଇ ଏକ ଅସ୍ତ୍ରୋପଚାର ଟିମ୍ ଗଠିତ ହୋଇଥିଲା ।

ସାବଧନତାର ସହ ଅସ୍ତ୍ରୋପଚାର କରାଯାଇ ଛୁଆଟିର ପାଟିରୁ ଲୁହାରଡ଼୍‌ଟିକୁ ବାହାର କରାଯାଇଥିଲା । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଡ଼ାକ୍ତରମାନେ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026

ଖୋର୍ଦ୍ଧା ଜିଲ୍ଲା ଶାଖା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଠିତ: ସଭାପତି ହେଲେ ବିଭୂକଲ୍ୟାଣ ସାମନ୍ତରାୟ

September 3, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.