ଦେଶରେ 18 ଲକ୍ଷ ପାର୍‌ କଲା ଆକ୍ରାନ୍ତଙ୍କ ସଂଖ୍ୟା: ଦିନକରେ 52 ହଜାର 972 ଜଣ ଆକ୍ରାନ୍ତ, 771 ମୃତ

Published: Aug 3, 2020, 10:04 am IST

ନୂଆଦିଲ୍ଲୀ : ଗୋଟିଏ ଦିନରେ 52 ହଜାର 972 ଜଣ ଆକ୍ରାନ୍ତ ହୋଇଥିବାବେଳେ 771ଜଣଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 3 ହଜାର 696ରେ ପହଞ୍ଚିଥିବାବେଳେ ଏବେ ସୁଦ୍ଧା ଆକ୍ଟିଭ୍‌ କେସ୍‌ 5 ଲକ୍ଷ 79 ହଜାର 357ରେ ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 11 ଲକ୍ଷ 86 ହଜାର 203 ଜଣ ।  ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 38 ହଜାର 135କୁ ବୃଦ୍ଧି ହୋଇଛି ।

Related posts