Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇଦିନ ପୂର୍ବେ ଜନ୍ମ ହୋଇଥିବା ନବଜାତର ଜୀବନ ନେଲା କରୋନା :  ଦେଶରେ ସବୁଠୁ କମ୍‌ ବୟସ୍କଙ୍କର କରୋନା ଯୋଗୁଁ ମୃତ୍ୟୁ
ଆଜିର ଖବର

ଦୁଇଦିନ ପୂର୍ବେ ଜନ୍ମ ହୋଇଥିବା ନବଜାତର ଜୀବନ ନେଲା କରୋନା :  ଦେଶରେ ସବୁଠୁ କମ୍‌ ବୟସ୍କଙ୍କର କରୋନା ଯୋଗୁଁ ମୃତ୍ୟୁ

August 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ
ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

ତ୍ରିପୁରା : କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ ପାର କରି ସାରିଛି । ତ୍ରିପୁରାରେ କରୋନା ଯୋଗୁଁ ଏକ ନବଜାତର ମୃତ୍ୟୁ ହୋଇଛି । ଏହି ଶିଶୁଟି ସବୁଠୁ କମ ବୟସ୍କ ଭାବେ ମୃତ୍ୟୁ ବରଣ କରିଛି ।

ଦୁଇ ଦିନ ପୂର୍ବେ ଜନ୍ମ ହୋଇଥିବା ଏହି ଶିଶୁଟିର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଶିଶୁଟିର ମା’ ସଂକ୍ରମିତ ହୋଇଥିବାବେଳେ ଜନ୍ମିତ ଶିଶୁଟି ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026
Latest News

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.