Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକରୁ 87 ପଜିଟିଭ୍‌ ଚିହ୍ନଟ : ମାଲ୍‌ଗୋଦାମ ବେହେରା ସାହିରୁ 57ଜଣ ଚିହ୍ନଟ
ଆଜିର ଖବର

କଟକରୁ 87 ପଜିଟିଭ୍‌ ଚିହ୍ନଟ : ମାଲ୍‌ଗୋଦାମ ବେହେରା ସାହିରୁ 57ଜଣ ଚିହ୍ନଟ

August 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ : କଟକ ସହରରେ ଆଉ 87 କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ଚିହ୍ନଟ 87 ଜଣଙ୍କ ମଧ୍ୟରୁ 79ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 8ଟି ଲୋକାଲ୍‌ କେସ୍‌ ରହିଥିବାର ସିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 87ଜଣଙ୍କ ମଧ୍ୟରୁ 76ଜଣ ହୋମ୍‌ କ୍ବାରେଣ୍ଟାିଇନ୍‌ରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ମାଲ୍‌ଗୋଦାମ ବେହେରା ସାହିରୁ 57 ଚିହ୍ନଟ ହୋଇଛନ୍ତି ।

ପୁରୁଣା ରାଉସରାପାଟଣା କଣ୍ଟେନମେଣ୍ଟ ଜୋନ୍‌ରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ମାଛ ବଜାରରୁ 10 ଜଣ ରହିଛନ୍ତି । ସେହିପରି ସରକାରୀ କ୍ବାରେଣ୍ଟାଇନ୍‌ରୁ ଜଣେ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ପେଡ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି ।

 

Image

ଆଠ ଲୋକାଲ୍‌ କେସ୍‌ ମଧ୍ୟରୁ କାଳି ଗଳିରୁ 72 ବର୍ଷୀୟ ପୁରୁଷ ଥିବାବେଳେ ଚୌଧୁରୀବଜାର ନୟାସଡକରୁ 21 ବର୍ଷୀୟ ଯୁବକ ରହିଛନ୍ତି । ସାନ୍ତା ସାହିରୁ 35 ବର୍ଷୀୟ ପୁରୁଷ ଥିବାବେଳେ ଚାଉଳିଆଗଞ୍ଜରୁ 35 ବର୍ଷୀୟା ମହିଳା ରହିଛନ୍ତି । ସେହିପରି ମହାନଦୀ ବିହାରରୁ 35 ବର୍ଷୀୟା ମହିଳା ଥିବାବେଳେ ତେଲେଙ୍ଗାନା ବଜାରରୁ 52 ବର୍ଷୀୟ ମହିଳା, ଦେଓ୍ବାନ ବଜାରରୁ 20 ବର୍ଷୀୟା ଯୁବତୀ ଥିବାବେଳେ ବାଦାମବାଡିରୁ 56 ବର୍ଷୀୟ ମହିଳା ରହିଛନ୍ତି ।

ଆଜି ନୂତନ 87 ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବାବେଳେ କଟକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1 ହଜାର 91ଜଣ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 580ଜଣ । ସେହିପରି 10ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ସୁଦ୍ଧା କଟକ ସହରରେ 501 ଜଣ ଚିକିତ୍ସାଧୀନ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026
Latest News

ବିଷାକ୍ତ ଗ୍ୟାସ ଲିକ୍‌, ୩୭ ମୃତ

September 4, 2026

ଚୀନ୍‌-ଆମେରିକା ଉପରେ ନିର୍ଭରଶୀଳତା ୟୁରୋପକୁ ଭାରି ପଡ଼ୁଛି: ୱେଭର

September 4, 2026

ଓଡ଼ିଶା ଯାତ୍ରୀ ଦ୍ୱାରା ଭାରତର ପ୍ରଥମ ରାଜ୍ୟ-ମାଲିକାନା ସୁରକ୍ଷା ଆପ୍‌ର ଶୁଭାରମ୍ଭ

September 4, 2026

ଓଡ଼ିଶୀ ନୃତ୍ୟ ଜଗତରେ ଅପୂରଣୀୟ ଶୂନ୍ୟତା: ବିଶିଷ୍ଟ ନୃତ୍ୟଶିଳ୍ପୀ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରଲୋକ

September 4, 2026

ମିଳିଲା ସିଏମ୍ କିଷାନ୍ ଟଙ୍କା: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟି

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.