Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଯୋଧ୍ୟାରେ ଭୂମିପୂଜା ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପଢୁଥିଲେ ରାମାୟଣ
ଆଜିର ଖବର

ଅଯୋଧ୍ୟାରେ ଭୂମିପୂଜା ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପଢୁଥିଲେ ରାମାୟଣ

August 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
New Delhi: Vice President M. Venkaiah Naidu along with his spouse Usha Naidu, reciting Ramayana at his residence in New Delhi on the occasion of 'Bhoomi Pujan' of Ram Mandir in Ayodhya, on Aug 5, 2020. (Photo: IANS/PIB)

ନୂଆଦିଲ୍ଲୀ, ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜା ପ୍ରାୟ ସମସ୍ତ ଭାରତୀୟଙ୍କୁ ଉତ୍ସାହିତ କରିଛି। ବହୁ ବାଦବିଦାଦ ପରେ ବର୍ତ୍ତମାନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିବାରୁ ତାହା ସମସ୍ତଙ୍କୁ ଖୁସି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଭୂମିପୂଜନ କରୁଥିଲେ ସେତେବେଳେ କୋଟି କୋଟି ଭାରତୀୟ ଜୟ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ। ସେହିପରି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ବାଦ ପଡି ନାହାଁନ୍ତି।

ଉପରାଷ୍ଟ୍ରପତି ଭୂମିପୂଜା ଉପଲକ୍ଷେ ତାଙ୍କ ଉପରାଷ୍ଟ୍ରପତି ଭବନରେ ଗତକାଲି ରାମାୟଣ ପାଠ କରୁଥିଲେ। ପ୍ରଥମେ ଧର୍ମପତ୍ନୀ ଉଷା ନାଇଡୁଙ୍କ ସହିତ ଶ୍ରୀରାମ, ଭାଇ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କ ଫଟୋରଖି ପୂଜାପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କୟା ରାମାୟଣ ପାଠ କରିଥିଲେ। ଭୂମି ପୂଜନ ପୂର୍ବରୁ ଉପରାଷ୍ଟ୍ରପତି ପ୍ରଭୃ ଶ୍ରୀରାମଙ୍କ ଉପରେ ଏକ ବିସ୍ତୁତ ଲେଖା ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଲେଖାକୁ ସେ ବିଭିନ୍ନ ଭାଷାରେ ଅନୁବାଦ କରି ପୋଷ୍ଟ କରିଥିଲେ। ଉପରାଷ୍ଟ୍ରପତିଙ୍କ ଏପରି କାର୍ଯ୍ୟ ତାଙ୍କର ରାମ ଭକ୍ତିକୁ ପ୍ରତିପାଦନ କରିଛି।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଭୂମିପୂଜନ
Share. Facebook Twitter LinkedIn Email WhatsApp Copy Link

Related Posts

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କାଡା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

May 14, 2026
Latest News

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026

କାଡା ଡିଭିଜନ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

May 14, 2026

ଚିନି ରପ୍ତାନି ଉପରେ ନିଷେଧାଜ୍ଞା ଜାରି କଲେ କେନ୍ଦ୍ର ସରକାର

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.