Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଝିକୋଡ ବିମାନ ଦୁର୍ଘଟଣା : ଜଣେ ମୃତକ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଉଦ୍ଧାରକାରୀଙ୍କ ହେବ କରୋନା ଟେଷ୍ଟ
ଆଜିର ଖବର

କୋଝିକୋଡ ବିମାନ ଦୁର୍ଘଟଣା : ଜଣେ ମୃତକ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଉଦ୍ଧାରକାରୀଙ୍କ ହେବ କରୋନା ଟେଷ୍ଟ

August 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Black Box of Air India Express recovered

କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 127 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେରଳର ମନ୍ତ୍ରୀ କେଟି ଜଲିଲ୍‌ ସୂଚନା ଦେଇଛନ୍ତି । ଏବେ ସମସ୍ତ ମୃତକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏବେ ସମସ୍ତ ଉଦ୍ଧାର କାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏହି ଦୁର୍ଘଟଣାରୁ 170 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନରେ ମୋଟ୍‌ 190 ଜଣ ରହିଥିଲେ । ମୋଟ୍‌ 190 ଜଣଙ୍କ ମଧ୍ୟରୁ 174 ଜଣ ବୟସ୍କ ଯାତ୍ରୀ ଥିବାବେଳେ 10 ଜଣ ଶିଶୁ ରହିଥିଲେ, 04 ଜଣ କ୍ରୁ ମେମ୍ବର ଥିବାବେଳେ 2 ଜଣ ପାଇଲଟ୍‌ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିମାନଟିକୁ ଲ୍ୟାଣ୍ଡିଂ କରାଇବା ପୂର୍ବରୁ ପ୍ରତିକୂଳ ପାଗ ଯୋଗୁଁ ଦୁଇ ଥର ପାଇଲଟ୍ ଅଟକିଥିଲେ । ଏହାପରେ ରନୱେ 28 ବଦଳରେ ରନୱେ 10ରୁ ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଖସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026

ଗୁଳି ଫୁଟାଇ ଲୁଟି ନେଲେ ସୁନା – ରୂପା

May 4, 2026

ଟ୍ରେଣ୍ଡିଂରେ ସେଞ୍ଚୁରି ପାର କଲା TVK

May 4, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026

ଗୁଳି ଫୁଟାଇ ଲୁଟି ନେଲେ ସୁନା – ରୂପା

May 4, 2026

ଟ୍ରେଣ୍ଡିଂରେ ସେଞ୍ଚୁରି ପାର କଲା TVK

May 4, 2026

ପୁଡୁଚେରୀ: ଟ୍ରେଣ୍ଡରେ ବିଜେପି ମେଣ୍ଟ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.