Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍ କେୟାର ‌ସେଣ୍ଟରରେ ନିଆଁ : 7 ମୃତ
ଆଜିର ଖବର

କୋଭିଡ୍ କେୟାର ‌ସେଣ୍ଟରରେ ନିଆଁ : 7 ମୃତ

August 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍‌ ନିଆଁ ଲାଗିଛି । ଏହି ହୋଟେଲ୍‌କୁ କୋଭିଡ୍‌ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହୋଟେଲ୍‌ରେ 40 ଜଣ ଲୋକେ ରହିଥିବାର ସୂଚନା ରହିଛି । ଏଥିରେ 30 ଜଣ କରୋନା ଆକ୍ରାନ୍ତ ଥିବାବେଳେ ଆଉ 10 ଜଣ ହସ୍ପିଟାଲର ଷ୍ଟାଫ୍‌ ରହିଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୂରା ବିଲିଡିଂକୁ ଖାଲି କରିବା ସହିତ ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ସକାଳ 5ଟା ସମୟରେ ହୋଇଥିବାର ସୂଚନା ରହିଛି । ପ୍ରାରମ୍ଭିକ ଯାଞ୍ଚରୁ ଏହା ଶର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଘଟଣାର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ଯାଞ୍ଚର ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ,ଗତ ଗୁରୁବାର ଦିନ  ଅହମ୍ମଦାବାଦସ୍ଥିତ ଶ୍ରେୟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ 8ଜଣଙ୍କ ମୃତ୍ୟୁ ହୋଇଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026

ଗୁଳି ଫୁଟାଇ ଲୁଟି ନେଲେ ସୁନା – ରୂପା

May 4, 2026

ଟ୍ରେଣ୍ଡିଂରେ ସେଞ୍ଚୁରି ପାର କଲା TVK

May 4, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026

ଗୁଳି ଫୁଟାଇ ଲୁଟି ନେଲେ ସୁନା – ରୂପା

May 4, 2026

ଟ୍ରେଣ୍ଡିଂରେ ସେଞ୍ଚୁରି ପାର କଲା TVK

May 4, 2026

ପୁଡୁଚେରୀ: ଟ୍ରେଣ୍ଡରେ ବିଜେପି ମେଣ୍ଟ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.