Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାକ୍ଷୀ ବାନ୍ଧିବା ପରେ ଭଉଣୀର ହତ୍ୟା କରି ଫେରାର ହୋଇଥିବା ଦୁଇଭାଇଙ୍କୁ ଗିରଫ କଲା ପୋଲିସ୍‌
ଆଜିର ଖବର

ରାକ୍ଷୀ ବାନ୍ଧିବା ପରେ ଭଉଣୀର ହତ୍ୟା କରି ଫେରାର ହୋଇଥିବା ଦୁଇଭାଇଙ୍କୁ ଗିରଫ କଲା ପୋଲିସ୍‌

August 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଯଦି ସୁରକ୍ଷା ଦେବା ହାତ ଯଦି ହତ୍ୟା କରେ, ତେବେ ଭଉଣୀମାନେ କିପରି ଭାଇମାନଙ୍କ ଉପରେ ଆସ୍ଥା ରଖିବେ। ଭଉଣୀ ପାଇଁ ଭାଇମାନେ ନିଜଜୀବନକୁ ବାଜି ଲଗାଉଥିବାବେଳେ ଅହମ୍ମଦବାଦଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି।

ଏଠାରେ ଭାଇମାନେ ସାମାନ୍ୟ କିଛି ସମ୍ପତ୍ତି ଓ ଟଙ୍କା ଉଦ୍ଦେଶ୍ୟରେ ନିଜ ଭଉଣୀକୁ ହତ୍ୟା କରିଛନ୍ତି। ଅହମ୍ମଦାବାଦରେ ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି। ଭଉଣୀ ହାତରୁ ରାକ୍ଷୀ ପିନ୍ଧି ସାରିବା ପରେ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁଇ ଭାଇ। ଏହା ସହିତ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଚୋରାଇ ନେଇଥିଲେ ଦୁଇ ଅଭିଯୁକ୍ତ । ଅଗଷ୍ଟ 4  ତାରିଖରେ ଅହମ୍ମଦାବାଦର ସରିତା ରେସିଡେନ୍ସିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଭାଇ ସାଜିଜୁଲ୍ ଏବଂ ରୋଜୋଆଲି ଭଉଣୀ ସୌକି ନିକଟରୁ ରାକ୍ଷୀ ପିନ୍ଧିବା ପାଇଁ ଆସିଥିଲେ। ତେବେ ରାକ୍ଷୀ ପିନ୍ଧି ସାରିବା ପରେ ଭଉଣୀକୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ଦୁଇ ଭାଇ ଫେରାର ହୋଇ ଯାଇଥିଲେ । ସାଜିଜୁଲଙ୍କ ବିବାହ ବିଚ୍ଛେଦ ପାଇଁ ଭଉଣୀକୁ ଦାୟୀ କରି ଦୁଇ ଭାଇ ଏହି ଜଘନ୍ୟ କାଣ୍ଡ ଘଟାଇଥିବା ପ୍ରକାଶ କରିଛନ୍ତି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026
Latest News

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.