ଘୋଷଣା ହେଲା ବିଜେଡିର 30 ଜିଲ୍ଲା ପାଇଁ ନେତ୍ରୀଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କାହାକୁ ମିଳିଲା ଦାୟିତ୍ବ

Published: Aug 10, 2020, 9:45 pm IST

ଭୁବନେଶ୍ବର, ବିଜେଡି ବର୍ତ୍ତମାନ ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରତି ମାସରେ କିଛି ନ କିଛି ଦଳର ସଂଗଠାନିକ ଦାୟିତ୍ବ ଘୋଷଣା କରାଯାଉଛି। ସେହି କ୍ରମରେ ବିଜେଡିର ତିରିଶ ଜଣ ମହିଳାଙ୍କୁ ଜିଲ୍ଲା ମହିଳା ସଂଗଠନର ଦାୟିତ୍ହ ଦିଆଯାଇଛି। ସେହି ଅନୁସାରେ ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ନେତ୍ରୀଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା।

 

Related posts