Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋବାଇଲ ଫାଟି ମା’ ଓ ଦୁଇ ଶିଶୁ ମୃତ
ଆଜିର ଖବର

ମୋବାଇଲ ଫାଟି ମା’ ଓ ଦୁଇ ଶିଶୁ ମୃତ

August 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ତାମିଲନାଡୁରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କରୁର୍‌ଠାରେ ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମା’ ଓ ତାଙ୍କର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। 29 ବର୍ଷୀୟା ମୁଥୁଲକ୍ଷ୍ମୀ ମୋବାଇଲ୍‌ ଚାର୍ଜିଂରେ ବସାଇ ଫୋନ୍‌ରେ କଥା ହେଉଥିଲେ । କଲ୍‌ କାଟିବା ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ପରେ ମୁଥୁଲକ୍ଷ୍ମୀ ଏହି ନିଆଁରେ ପୋଡି ହୋଇଯାଇଥିଲେ । ଏହି ସମୟରେ ସେଇ ରୁମ୍‌ରେ ରହିଥିବା 3 ବର୍ଷୀୟ ରଣଜିତ୍‌ ଓ 2 ବର୍ଷୀୟ ଦୀକ୍ଷିତ୍‌ ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୁଥୁଲକ୍ଷ୍ମୀ ଓ ବାଲକୃଷ୍ଣ ଛ ବର୍ଷ ପୂର୍ବେ ବିବାହ କରିଥିବାବେଳେ କିଛି ବର୍ଷ ହେବ ସେମାନେ କରୁର୍‌ରେ ବସବାସ କରୁଥିଲେ । ଦୁହେଁ ଏକ ଫୁଡ୍‌ ଷ୍ଟଲ୍‌ ଚଳାଉଥିଲେ । କିନ୍ତୁ କରଜ  ବଢିବା ପରେ ବାଲକୃଷ୍ଣ ପରିବାରକୁ ଛାଡି ଦେଇ ଚାଲି ଯାଇଥିଲେ ।

ମୁଥୁଲକ୍ଷ୍ମୀ ଏକଲା ହିଁ ନିଜ ପରିବାରର ବୋଝ ନିଜେ ଉଠାଉଥିଲେ । କିନ୍ତୁ କରୋନା ଯୋଗୁଁ ତାଙ୍କର ରୋଜଗାର କମି ଯାଇଥିଲା। ଆର୍ଥିକ ଦୁର୍ଦ୍ଦିନ୍‌ରେ ମୁଥୁଲକ୍ଷ୍ମୀ ଗତି କରୁଥିଲେ । ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ପୋଲିସ୍‌ ପହଞ୍ଚି ମାମଲା ଯାଞ୍ଚ ଆରମ୍ଭ କରିଛି ।(ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ: 83ଟି ଆସନରେ ଆଗୁଆ

May 4, 2026

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026
Latest News

କେରଳରେ କଂଗ୍ରେସର ଚମତ୍କାର ପ୍ରଦର୍ଶନ: 83ଟି ଆସନରେ ଆଗୁଆ

May 4, 2026

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.