Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବାଧୀନତା ଦିବସ ଅବସରରେ ହୃଦୟ ଛୁଆଁ ଫଟୋ : ‘ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ’ ବାର୍ତ୍ତା ବହନ କରୁଛି ଏହି ଦୃଶ୍ୟ
ଆଜିର ଖବର

ସ୍ବାଧୀନତା ଦିବସ ଅବସରରେ ହୃଦୟ ଛୁଆଁ ଫଟୋ : ‘ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ’ ବାର୍ତ୍ତା ବହନ କରୁଛି ଏହି ଦୃଶ୍ୟ

August 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜି ସମଗ୍ର ଦେଶରେ 74ତମ ସ୍ବାଧୀନତା ଦିବସ ପାଳନ ହେଉଛି । ଦେଶରେ ସବୁ ପ୍ରାନ୍ତରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ସମେସ୍ତ ଭାରତ ମାତାଙ୍କ ବୀର ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ମଧ୍ୟରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ହୃଦୟକୁ ଖୁସି କରିବା ଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବିଭିନ୍ନତା ମଧ୍ୟରେ ଆମେ ଏକ । ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ । ବିବିଧତା ଭିତରେ ଭାରତର ଏକତାକୁ ପ୍ରମାଣିତ କରୁଛି । ସବୁ ଧର୍ମ, ଜାତି, ବର୍ଣ୍ଣ ନିର୍ବିଶେଷରେ ଆମେ ସମେସ୍ତ ଭାରତୀୟ ଏହାକୁ ପ୍ରମାଣ କରୁଛି ।  ଏଠାରେ ପାଞ୍ଚ ଧର୍ମର ଗୁରୁମାନେ ମିଶି କରି ଏକା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । କେବଳ ତ୍ରିରଙ୍ଗା ଉଡାଇନାହାନ୍ତି । ଏକା ସାଙ୍ଗରେ ଗୋଟିଏ ସ୍ବରରେ ଜନଗଣ ମନ ଅଧିନାୟକ …. ସଙ୍ଗୀତ ଗାନ କରିଛନ୍ତି ।

ବିବିଧତା ମଧ୍ୟରେ ଆମେ ଏକ ଓ ଅନନ୍ୟର ବାର୍ତ୍ତା ଦେଉଥିବା ଏହି ଦୃଶ୍ୟ ହେଉଛି ଦିଲ୍ଲୀର ଅଖିଳ ଭାରତୀୟ ଇମାମ ସଙ୍ଗଠନର ପ୍ରାଗଣରେ ସ୍ବାଧୀନତା ଦିବସ ପାଳନର ଦୃଶ୍ୟ । ଏଠାରେ ପାଞ୍ଚ ଧର୍ମର ଗୁରୁମାନେ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରି ଏକତାର ବାର୍ତ୍ତା ଦେଇଛନ୍ତି ।

ଏହି ସମାରୋହରେ ଜୈନ୍‌ ଆଚାର୍ଯ୍ୟ ଲୋକେଶ ମୁନି, ଗୁରୁଦ୍ବାରା ବଙ୍ଗଳା ସାହେବର ଧର୍ମଗୁରୁ ପରମଜିତ୍‌ ଚଣ୍ଡୋକ୍‌, ଧର୍ମଗୁରୁ ସ୍ବାମୀ ଦୀପାଙ୍କର, ଗୋସ୍ବାମୀ ସୁଶୀଲ୍‌ ମହାରାଜ ଓ ଇମାମ୍‌ ସଙ୍ଗଠନର ଅଧ୍ୟକ୍ଷ ଡ. ଇମାମ୍‌ ଉମେର ଇଲ୍ଲାସୀ ସାମିଲ୍‌ ରହିଥିଲେ। ଏହି ଫଟୋଟି ଇଣ୍ଟରେନଟ୍‌ରେ ବେଶ୍‌ ଭାଇରାଲ୍‌ ହେବା ସହିତ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026
Latest News

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.