କଣ୍ଟିଆ ନଦୀରେ ବନ୍ୟା ଜଳ: ପୁରୁଣା କଟକ – ସମ୍ବଲପୁର ରାସ୍ତା ବୁଡିଲା

Published: Aug 16, 2020, 10:52 am IST

ଆଠଗଡ : ପୁରୁଣା କଟକ- ସମ୍ବଲପୁର ରାସ୍ତା ବୁଡିଯାଇଛି । ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଧପୁର ପାଖରେ ପ୍ରାୟ ଅଢେଇ କିମି ରାସ୍ତା ପାଣିରେ ବୁଡିଯାଇଥିବାର ସୂଚନା ରହିଛି । କଣ୍ଟିଆ ନଦୀରେ ବନ୍ୟା ଜଳ ଆସି ରାସ୍ତା ଉପରେ ପ୍ରବାହିତ ହେବାରୁ ଏହି ରାସ୍ତା ବୁଡି ଯାଇଛି । ବନ୍ୟା ଆସିବାରୁ ଶହ ଶହ ଏକର ପରିବା ଫସଲ ନଷ୍ଟ ହୋଇଯାଇଥିବାର ସୂଚନା ରହିଛି ।

Related posts