Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କଟକ ସହରରୁ 79ଜଣ ପଜିଟିଭ୍‌ ଚିହ୍ନଟ
ଆଜିର ଖବର

ଆଜି କଟକ ସହରରୁ 79ଜଣ ପଜିଟିଭ୍‌ ଚିହ୍ନଟ

August 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬,୧୧୦ ରୋଗୀ ସୁସ୍ଥ ଚା ୭୦ ପ୍ରତିଶତକୁ ଟପିଲା ଆରୋଗ୍ୟ ହାର

କଟକ : ଆଜି କଟକ ସହରରୁ 79ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ମୋଟ୍‌ 79ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟରୁ 56 ଜଣ ଓ 23ଟି ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛି। କଣ୍ଟେନମେଣ୍ଟ ଜୋନ୍‌ରୁ 31 ଜଣ ଚିହ୍ନଟ ହୋଇଥିବାବେଳେ ସରକାରୀ କ୍ବାରେଣ୍ଟାଇନ୍‌ରୁ 12 ଜଣ,ହୋମ୍‌ କ୍ବାରେଣ୍ଟାଇନ୍‌ରୁ 13 ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ନିମ୍ବା ସାହି, ଚାଉଳିଆ ଗଞ୍ଜରୁ କଣ୍ଟେନମେଣ୍ଟ ଜୋନ୍‌ରୁ  31 ଜଣ ଚିହ୍ନଟ ହୋଇଛନ୍ତି । ଏହି 31 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 15ଜଣ ପୁରୁଷ ଓ 16 ଜଣମହିଳା ରହିଛନ୍ତି । ପିଲିଗ୍ରିମ୍‌ ରୋଡ୍‌ରୁ 10 ଜଣ ଚିହ୍ନଟ ହୋଇଛି ।

Image

ଆଜି ଚିହ୍ନଟ 23 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ମହାନଦୀ ବିହାରରୁଜଣେ, ବକ୍ସି ବଜାରରୁ ଜଣେ କୋଭିଡ୍‌ ଯୋଦ୍ଧା, ରାଜେନ୍ଦ୍ର ନଗରରୁ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ପୁରୀଘାଟରୁ ଜଣେ ମହିଳା, ସିଡିଏ ସେକ୍ଟର-6ରେ ଜଣେ ମହିଳା, ସିଡିଏ ସେକ୍ଟର-6ରୁ ଜଣେ କୋଭିଡ୍‌ ଯୋଦ୍ଧା ଚିହ୍ନଟ ହୋଇଛନ୍ତି । ମଙ୍ଗଳାବଗରୁ 25 ବର୍ଷୀୟ ପୁରୁଷ, ଗଙ୍ଗାମନ୍ଦିରରୁ 2 ଜଣ, ନୂଆବଜାରରୁ ଜଣେ, ବଜ୍ରକବାଟି ରୋଡ୍‌ରୁ ଜଣେ, ମାଛୁଆ ବଜାରରୁ ଜଣେ, ବକ୍ସିବଜାରରୁ ଜଣେ,  ମେରିଆବଜାରରୁ ଜଣେ, ଶିଖରପୁର, ତେଲେଙ୍ଗପୀଠ, ଶଙ୍କରପୁରରୁ ଜଣେ ଲେଖାଏଁ ଚିହ୍ନଯ ହୋଇଛି । ସେହିପରି କନିକା ଛକରୁ 2 ଜଣ, ଦର୍‌ଘାପାଟଣା ବଣିଆ ସାହିରୁ ଜଣେ କୋଭିହ୍‌ ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.