Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିକୁଦା ପ୍ରୟାସ ଯୁବ ସଂଗଠନ ତରଫରୁ ପୋଲିସ୍ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହ ଲୋକଙ୍କୁ ମାସ୍କ୍ ବଣ୍ଟନ
ଆଜିର ଖବର

ବାଲିକୁଦା ପ୍ରୟାସ ଯୁବ ସଂଗଠନ ତରଫରୁ ପୋଲିସ୍ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସହ ଲୋକଙ୍କୁ ମାସ୍କ୍ ବଣ୍ଟନ

August 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଗରାମ ପଞ୍ଚାୟତ ସ୍ଥିତ ଡେଙ୍ଗାପୋଲ ଠାରେ ଆଜି ପ୍ରୟାସ ଯୁବସଂଗଠନ ତରଫରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୧୦ଟା ବେଳେ ଡେଙ୍ଗାପୋଲ ବଜାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରୋନା ମହାମାରୀ କବଳରୁ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ଏନେଇ ସଚେତନ କରାଯାଇଥିଲା। ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରିବେ,ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତ୍ୱ ରକ୍ଷାକରି ଚଳପ୍ରଚଳ ହେଲେ ନିଜେ ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯିବା ସହିତ ସାଧାରଣ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।

ଏଥିସହିତ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କର ତ୍ୟାଗ ଓ ସେବାକୁ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରୟାସ ଯୁବ ସଂଗଠନର ଆବାହକ ମହେନ୍ଦ୍ର ଲାଲ୍ ଜେନାଙ୍କ ସମେତ ଅଭିମନ୍ୟୁ ଓଝା, ବାବୁ ନାଥ, ଶିବ ପ୍ରସାଦ ରାଉତ, ହରେକୃଷ୍ଣ ବାରିକ, ଶଶିକାନ୍ତ ଗ୍ରହାଚାର୍ଯ୍ୟ, ଉମାକାନ୍ତ ଭୋଳ, ଅଜିତ୍ ନାୟକ, ସୁଧାକର ଜେନା, ପ୍ରଶନ ସେଠୀ, ବିଶ୍ବ ରଞ୍ଜନ ମଲ୍ଲ, ପାର୍ଥ ସାରଥି ଦାସ, ବାସୁଦେବ ବିଶ୍ୱାଳ, ଅକ୍ଷୟ କୁମାର ଦାସ, ସୁକାନ୍ତ ଦାସ, ଜ୍ୟୋତି ରଞ୍ଜନ ଦାସ ବିଭୁ ନାଥ, ଓ ଅଭିଜିତଙ୍କ ସହିତ ମେମ୍ବରମାନେ ସହଯୋଗ କରିଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025
BJP Ads
Latest News

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ବିରୋଧରେ ED ର କାର୍ଯ୍ୟାନୁଷ୍ଠାନ: 11 କୋଟି ମୂଲ୍ୟର ସମ୍ପତ୍ତି ଜବତ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.