Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦିନ 11ଟା 30 ମିନିଟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ଫଳ ଜାଣିବାକୁ କ୍ଲିକ କରନ୍ତୁ
ଆଜିର ଖବର

ଆଜି ଦିନ 11ଟା 30 ମିନିଟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ଫଳ ଜାଣିବାକୁ କ୍ଲିକ କରନ୍ତୁ

August 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଦିନ 11ଟା 30 ମିନିଟରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ଫଳ ଜାଣିବାକୁ କ୍ଲିକ କରନ୍ତୁ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରେସ୍ ମିଟ୍ କରି ଏହି ସୂଚନା ଦେଇଥିଲେ। ଆଜି ଦିନ 11.30 ମିନିଟ ସମୟରେ ଏହି ଫଳାଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଅଗଷ୍ଟ 31 ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି।  ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି 3 ଲକ୍ଷ 50 ହଜାର ଛାତ୍ରଛାତ୍ରୀ। କରୋନା ମହାମାରୀ ଯୋଗୁଁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି।

ବାଣିଜ୍ୟ ପରୀକ୍ଷା ଫଳ ଜାଣିବା ପାଇଁ ତଳେ ଥିବା ଲିଙ୍କକୁ କ୍ଲିକ କରନ୍ତୁ

http://orissaresults.nic.in/CHSE

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025
BJP Ads
Latest News

ମହିଳା ପ୍ରିମିୟର ଲିଗ-୨୦୨୬: ଦେଖନ୍ତୁ ରିଟେନସନ୍ ତାଲିକା, ବାଦ୍ ପଡିଲେ ଅନେକ ଅଭିଜ୍ଞ ଖେଳାଳି

November 6, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ପୂର୍ବତଟ ରେଳପଥର ନେଟୱାର୍କରେ 1000 କୋଟିରୁ ଅଧିକ ମୂଲ୍ୟର ସୁରକ୍ଷା ବାଡ଼ କାର୍ଯ୍ୟ ଜାରି

November 6, 2025

ସନ୍ଧ୍ୟା ୫ଟାରେ ଭାଙ୍ଗିଲା ବିହାରର ଭୋଟ୍ ରେକର୍ଡ, ଗତ ଥର ଅପେକ୍ଷା ଅଧିକ ମତଦାନ

November 6, 2025

କ୍ୱିନ୍ସଲ୍ୟାଣ୍ଡରେ ଭାରତୀୟ ବୋଲରଙ୍କ ଆତଙ୍କ, ଚତୁର୍ଥ ଟି-୨୦ ରେ ଅଷ୍ଟ୍ରେଲିଆ ୪୮ ରନରେ ପରାସ୍ତ 

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.