Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍‌ ଚିହ୍ନଟ
ଆଜିର ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍‌ ଚିହ୍ନଟ

August 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ 370 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । 370 ପଜିଟିଭ୍‌ରୁ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ 204 ଜଣ ଓ 166 ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 204 ପଜିଟିଭ୍‌ ମଧ୍ୟରୁ ବାଣୀବିହାର ପଥର ବନ୍ଧ ବସ୍ତିରୁ 14ଜଣ, ଡୁମୁଡୁମା ବରାବରି ସାହିରୁ 5 ଜଣ, ଗଜପତି ନଗରରୁ 4 ଜଣ, ନିଳାଦ୍ରୀ ବିହାର,ପଣ୍ଡା ପାର୍କ ନିକଟରୁ 5ଜଣ, ନିଳାଦ୍ରିବିହାର ରିକ୍ସା କଲୋନୀରୁ 6 ଜଣ, ଘରୋଇ ହସ୍ପିଟାଲରୁ 5 ଜଣ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତିରୁ 3 ଜଣ, ଚନ୍ଦ୍ରଶେଖର ପୁର ସେଭେନ୍‌ଥ ବାଟାଲିୟନ୍‌ରୁ 4 ଜଣ, ବେହେରା ସାହିରୁ 4ଜଣ ଚିହ୍ନଟ ହୋଇଛନ୍ତି ।

Image

ସେହିପରି ଆଜି ଚିହ୍ନଟ 166ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଶହୀଦ ନଗରରୁ 10 ଜଣ, ପଟିଆରୁ 5 ଜଣ, ୟୁନିଟ୍‌ -9ରୁ 5ଜଣ, ପଟିଆ, ଶିଖରଚଣ୍ଡୀ ବିହାରରୁ 5ଜଣ, ଜଗନ୍ନାଥ ନଗର, ଝାରପଡାରୁ 3 ଜଣ, ଶୈଳଶ୍ରୀବିହାରରୁ 4 ଜଣ,  ସତ୍ୟନଗରରୁ 3 ଜଣ, 3ଜଣ ବ୍ୟାଙ୍କକର୍ମଚାରୀ ରହିଥିବାବେଳେ ବାଲିଆପଟା ବସ୍ତିରୁ 7ଜଣ, ବାଣୀବିହାରର ପଥରବନ୍ଧରୁ 3ଜଣ, ରିଜର୍ଭ ପୋଲିସ୍‌ କଲୋନୀରୁ 2ଜଣ, ସତ୍ୟନଗରରୁ 3 ଜଣ ରହିଛନ୍ତି ।

Image

ଆଜି 150 ଜଣ ସୁସ୍ଥ ହୋଇଛନ୍ତି । ନୂତନ ପଜିଟିଭ୍‌ଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 6 ହଜାର 77କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 3 ହଜାର 840ରେ ପହଞ୍ଚିଛି । ସେହିପରି ରାଜଧାନୀରେ 30ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 2 ହଜାର 201 ଜଣ ସକ୍ରିୟ ମାମଲା ରହିଛନ୍ତି ।

Image

 

bmc
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.