Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍‌ ୨୦୧୯ : ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ
ଆଜିର ଖବର

ଆଇପିଏଲ୍‌ ୨୦୧୯ : ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ

March 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଆସନ୍ତା ୨୩ମାଚ୍ଚର୍ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ନିମନ୍ତେ ବିସିସିଆଇ ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି। ପୂର୍ବରୁ ବିସିସିଆଇ ଏହାର ପ୍ରଥମ ଚରଣର କାର୍ଯ୍ୟସୂଚୀ ସମ୍ପର୍କରେ ଘାେଷଣା କରିଥିବା ବେଳେ ସାେମବାର ବିସିସିଆଇର ପ୍ରଶାସକ କମିଟିର ବୈଠକ ପରେ ଏହି  ଘୋଷଣା କରାଯାଇଛି। ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଏହି ସୂଚୀ ପ୍ରସ୍ତୁତ କରାଯାଇଛି। ଚଳିତ ସାଧାରଣ ନିର୍ବାଚନ ମେ ୧୧ରୁ ଆରମ୍ଭ ହେବାକୁ ରହିଛି। ପୂବର୍ରୁ ନିର୍ବାଚନ ସମୟରେ  ଆଇପିଏଲ୍‌ ଦେଶ ବାହାରେ ଆୟୋଜିତ ହାେଇଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍‌ର ସମସ୍ତ ମ୍ୟାଚ ଖେଳାଯାଇଥିବା ବେଳେ ୨୦୧୪ର ପ୍ରଥମ ଚରଣ ୟୁଏଇରେ ଖେଳାଯାଇଥିଲା। କିନ୍ତୁ ଚଳିତ ଥର ନିର୍ବାଚନ ସମୟରେ ଆଇପିଏଲ୍‌ ଦେଶରେ ଖେଳାଯାଉଛି। ବିସିସିଆଇ ଜାରି କରିଥିବା ସମ୍ପୂର୍ଣ୍ଣ ସୂଚୀରେ ମାର୍ଚ୍ଚ ୨୩ରୁ  ମେ ୫ ପର୍ଯ୍ୟନ୍ତ ଖେଳାଯିବ। ତଥାପି କ୍ୱାଲିଫାୟର୍ସ ଓ ଫାଇନାଲ ମ୍ୟାଚର ତାରିଖ ଘୋଷଣା ବାକି ଅଛି ।  ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ୍‌ ଏବଂ ରୟାଲ ଚ୍ୟାଲେଞ୍ଜସର୍ ବାଙ୍ଗାଲୋର ପରସ୍ପରକୁ ଭେଟିବେ।

ଆଇପିଏଲ – ୨୦୧୯ କାର୍ଯ୍ୟସୂଚୀ
ମାର୍ଚ୍ଚ ୨୩- ସିଏସକେ ବନାମ ଆରସିବି, ରାତି ୮ଟା (ଚେନ୍ନାଇ)
ମାର୍ଚ୍ଚ ୨୪- କେକେଆର ବନାମ ଏସଆରଏଚ୍, ଅପରାହ୍ଣ ୪ଟା (କୋଲକାତା)
ମାର୍ଚ୍ଚ ୨୪: ମୁମ୍ବାଇ ବନାମ ଦିଲ୍ଲୀ (ମୁମ୍ବାଇ), ରାତି ୮ଟା (ମୁମ୍ବାଇ)
ମାର୍ଚ୍ଚ ୨୫: ରାଜସ୍ଥାନ ବନାମ ପଞ୍ଜାବ, ରାତି ୮ଟା (ଜୟପୁର)
ମାର୍ଚ୍ଚ ୨୬: ଦିଲ୍ଲୀ ବନାମ ସିଏସକେ, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୨୭: କେକେଆର ବନାମ ପଞ୍ଜାବ, ରାତି ୮ଟା (କୋଲକାତା)
ମାର୍ଚ୍ଚ ୨୮: ଆରସିବି ବନାମ ମୁମ୍ବାଇ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୨୯: ଏସଆରଏଚ୍ ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମାର୍ଚ୍ଚ ୩୦: ପଞ୍ଜାବ ବନାମ ମୁମ୍ବାଇ, ଅପରାହ୍ଣ ୪ଟା (ମୋହାଲି)
ମାର୍ଚ୍ଚ ୩୦: ଦିଲ୍ଲୀ ବନାମ କେକେଆର, ରାତି ୮ଟା (ଦିଲ୍ଲୀ)
ମାର୍ଚ୍ଚ ୩୧: ଏସଆରଏଚ୍ ବନାମ ଆରସିବି, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ମାର୍ଚ୍ଚ ୩୧: ସିଏସକେ ବନାମ ରାଜସ୍ଥାନ (ଚେନ୍ନାଇ)
ଏପ୍ରିଲ ୧: ପଞ୍ଜାବ ବନାମ ଦିଲ୍ଲୀ, ରାତି ୮ଟା (ମୋହାଲି)
ଏପ୍ରିଲ ୨: ରାଜସ୍ଥାନ ବନାମ ଆରସିବି, ରାତି ୮ଟା (ଜୟପୁର)
ଏପ୍ରିଲ ୩: ମୁମ୍ବାଇ ବନାମ ସିଏସକେ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୪: ଦିଲ୍ଲୀ ବନାମ ଏସଆରଏଚ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୫: ଆରସିବି ବନାମ କେକେଆର, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୬: ସିଏସକେ ବନାମ ପଞ୍ଜାବ, ଅପରାହ୍ଣ ୪ଟା (ଚେନ୍ନାଇ)
ଏପ୍ରିଲ ୬: ଏସଆରଏଚ ବନାମ ମୁମ୍ବାଇ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୭: ଆରସିବି ବନାମ ଦିଲ୍ଲୀ, ଅପରାହ୍ଣ ୪ଟା (ବେଙ୍ଗାଲୁରୁ)
ଏପ୍ରିଲ ୭: ରାଜସ୍ଥାନ ବନାମ କେକେଆର, ରାତି ୮ଟା (ଜୟପୁର)
ଏପ୍ରିଲ ୮: ପଞ୍ଜାବ ବନାମ ଏସଆରଏଚ୍, ରାତି ୮ଟା (ମୋହାଲି)
ଏପ୍ରିଲ ୯: ସିଏସକେ ବନାମ କେକେଆର, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୧୦: ମୁମ୍ବାଇ ବନାମ ପଞ୍ଜାବ, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୧: ରାଜସ୍ଥାନ ବନାମ ଚେନ୍ନାଇ, ରାତି ୮ଟା (ଜୟପୁର)
ଏପ୍ରିଲ ୧୨: କେକେଆର ବନାମ ଦିଲ୍ଲୀ, ରାତି ୮ଟା (କୋଲକାତା)
ଏପ୍ରିଲ ୧୩: ମୁମ୍ବାଇ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ମୁମ୍ବାଇ)
ଏପ୍ରିଲ ୧୩: ପଞ୍ଜାବ ବନାମ ଆରସିବି, ରାତି ୮ଟା (ମୋହାଲି)
ଏପ୍ରିଲ ୧୪: କେକେଆର ବନାମ ସିଏସକେ, ଅପରାହ୍ଣ ୪ଟା (କୋଲକାତା)
ଏପ୍ରିଲ ୧୪: ଏସଆରଏଚ୍ ବନାମ ଦିଲ୍ଲୀ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୫: ମୁମ୍ବାଇ ବନାମ ଆରସିବି, ରାତି ୮ଟା (ମୁମ୍ବାଇ)
ଏପ୍ରିଲ ୧୬: ପଞ୍ଜାବ ବନାମ ରାଜସ୍ଥାନ, ରାତି ୮ଟା (ମୋହାଲି)
ଏପ୍ରିଲ ୧୭: ଏସଆରଏଚ ବନାମ ସିଏସକେ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୧୮: ଦିଲ୍ଲୀ ବନାମ ମୁମ୍ବାଇ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୧୯: କେକେଆର ବନାମ ଆରସିବି, ରାତି ୮ଟା (କୋଲକାତା)
ଏପ୍ରିଲ ୨୦: ରାଜସ୍ଥାନ ବନାମ ମୁମ୍ବାଇ, ଅପରାହ୍ଣ ୪ଟା, (ଜୟପୁର)
ଏପ୍ରିଲ ୨୦: ଦିଲ୍ଲୀ ବନାମ ପଞ୍ଜାବ, ରାତି ୮ଟା (ଦିଲ୍ଲୀ)
ଏପ୍ରିଲ ୨୧: ଏସଆରଏଚ ବନାମ କେକେଆର, ଅପରାହ୍ଣ ୪ଟା (ହାଇଦ୍ରାବାଦ)
ଏପ୍ରିଲ ୨୧: ଆରସିବି ବନାମ ସିଏସକେ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୨: ରାଜସ୍ଥାନ ବନାମ ଦିଲ୍ଲୀ, ରାତି ୮ଟା (ଜୟପୁର)
ଏପ୍ରିଲ ୨୩: ସିଏସକେ ବନାମ ଏସଆରଏଚ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୪: ଆରସିବି ବନାମ ପଞ୍ଜାବ, ରାତି ୮ଟା (ବେଙ୍ଗାଲୁରୁ)
ଏପ୍ରିଲ ୨୫: କେକେଆର ବନାମ ରାଜସ୍ଥାନ, ରାତି ୮ଟା (କୋଲକାତା)
ଏପ୍ରିଲ ୨୬: ସିଏସକେ ବନାମ ମୁମ୍ବାଇ, ରାତି ୮ଟା (ଚେନ୍ନାଇ)
ଏପ୍ରିଲ ୨୭: ରାଜସ୍ଥାନ ବନାମ ଏସଆରଏଚ, ରାତି ୮ଟା (ଜୟପୁର)
ଏପ୍ରିଲ ୨୮: ଦିଲ୍ଲୀ ବନାମ ଆରସିବି, ଅପରାହ୍ଣ ୪ଟା (ଦିଲ୍ଲୀ)
ଏପ୍ରିଲ ୨୮: କେକେଆର ବନାମ ମୁମ୍ବାଇ, ରାତି ୮ଟା (କୋଲକାତା)
ଏପ୍ରିଲ ୨୯: ଏସଆରଏଚ ବନାମ ପଞ୍ଜାବ, ରାତି ୮ଟା (ହାଇଦ୍ରାବାଦ)
ଏପ୍ରିଲ ୩୦: ଆରସିବି ବନାମ ରାଜସ୍ଥାନ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୧: ସିଏସକେ ବନାମ ଦିଲ୍ଲୀ, ରାତି ୮ଟା (ଚେନ୍ନାଇ)
ମେ’ ୨: ମୁମ୍ବାଇ ବନାମ ଏସଆରଏଚ, ରାତି ୮ଟା (ମୁମ୍ବାଇ)
ମେ’ ୩: ପଞ୍ଜାବ ବନାମ କେକେଆର, ରାତି ୮ଟା (ମୋହାଲି)
ମେ’ ୪: ଦିଲ୍ଲୀ ବନାମ ରାଜସ୍ଥାନ, ଅପରାହ୍ଣ ୪ଟା (ଦିଲ୍ଲୀ)
ମେ’ ୪: ଆରସିବି ବନାମ ଏସଆରଏଚ, ରାତି ୮ଟା (ବେଙ୍ଗାଲୁରୁ)
ମେ’ ୫: ପଞ୍ଜାବ ବନାମ ସିଏସକେ, ଅପରାହ୍ଣ ୪ଟା (ମୋହାଲି)
ମେ’ ୫: ମୁମ୍ବାଇ ବନାମ କେକେଆର, ରାତି ୮ଟା (ମୁମ୍ବାଇ)

 

india ipl2019 schedule thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026

ମୋହନକୁ ଚିଠି ଲେଖିଲେ ନବୀନ

May 23, 2026

ଟ୍ରିପଲ ମର୍ଡର : ୧୯ ଜଣଙ୍କୁ ଆଜୀବନ

May 23, 2026

ଦୁଇ ଭାଇଙ୍କ ବିରୋଧରେ NSA ଲାଗୁ

May 23, 2026
Latest News

ଆଜି ମେ ୨୪ ତାରିଖ ରବିବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

May 24, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କଲେ ମାର୍କୋ ରୁବିଓ, ଜାଣନ୍ତୁ କଣ ହେଲା ଆଲୋଚନା

May 24, 2026

ମୋହନକୁ ଚିଠି ଲେଖିଲେ ନବୀନ

May 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ

May 23, 2026

ଟ୍ରିପଲ ମର୍ଡର : ୧୯ ଜଣଙ୍କୁ ଆଜୀବନ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.